ମାଟି ଅତଡ଼ା ଧସି ଚାଷୀ ମୃତ

<p>ଦେବଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମାଟି ଅତଡ଼ା ଖସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁଣ୍ଡାସାହିର&nbsp; ଫାବିଆନ ଟପ୍ନୋ। ଆଜି ସକାଳ ପ୍ରାୟ ୬ଟା ବେଳେ ଫାବିଆନ ଜମିରେ ମାଟି ଖୋଳିବା ସମୟରେ ଅତଡ଼ା ଧସି ତାଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।</p>

Ordigital Desk
  • Published: Friday, 12 January 2018
  • Updated: 12 January 2018, 11:47 AM IST
<p>ଦେବଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମାଟି ଅତଡ଼ା ଖସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁଣ୍ଡାସାହିର&nbsp; ଫାବିଆନ ଟପ୍ନୋ। ଆଜି ସକାଳ ପ୍ରାୟ ୬ଟା ବେଳେ ଫାବିଆନ ଜମିରେ ମାଟି ଖୋଳିବା ସମୟରେ ଅତଡ଼ା ଧସି ତାଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos