ବକ୍ସି ବଜାରରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

କଟକ(ଓଡ଼ିଶା ରିପୋର୍ଟର) ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ପଡ଼ିଲା ମହଙ୍ଗା। କଟକ ବକ୍ସି ବଜାର ଛକରେ ଯୁବତୀଙ୍କୁ ଅସଦାଚରଣ କରିବା ପରେ ଏହାକୁ ଜୋରଦାର ବିରୋଧ କରିଥିଲେ ଯୁବତୀ। ଅଭିଯୁକ୍ତଙ୍କୁ ନିର୍ଦ୍ଧୁମ ଛେଚିବା ସହ ଭୁଲ ମଗାଇଥିଲେ ଯୁବତୀ। ଯୁବତୀ ଜଣକ ଚପଲ ବାହାର କରି ପିଟିଥିଲେ। ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି। ସେପଟେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବକ । କେବଳ ଧକ୍କା […]

67h

Tapas Behera
  • Published: Friday, 31 January 2020
  • , Updated: 31 January 2020, 07:56 PM IST

କଟକ(ଓଡ଼ିଶା ରିପୋର୍ଟର) ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ପଡ଼ିଲା ମହଙ୍ଗା। କଟକ ବକ୍ସି ବଜାର ଛକରେ ଯୁବତୀଙ୍କୁ ଅସଦାଚରଣ କରିବା ପରେ ଏହାକୁ ଜୋରଦାର ବିରୋଧ କରିଥିଲେ ଯୁବତୀ। ଅଭିଯୁକ୍ତଙ୍କୁ ନିର୍ଦ୍ଧୁମ ଛେଚିବା ସହ ଭୁଲ ମଗାଇଥିଲେ ଯୁବତୀ। ଯୁବତୀ ଜଣକ ଚପଲ ବାହାର କରି ପିଟିଥିଲେ। ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି। ସେପଟେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବକ । କେବଳ ଧକ୍କା ଲାଗି ହୋଇଯିବା ଯୋଗୁଁ ତାଙ୍କୁ ଯୁବତୀ ପିଟିଥିଲେ। ତାଙ୍କର କୌଣସି ଦୋଷ ନଥିବା ସେ କହିଛନ୍ତି।

Related story