କଟକ ଲୁଟ୍ ପଛର ମାଷ୍ଟର ମାଇଣ୍ଡ୍ ଲେଡି ଅଫିସର୍!

କଟକ (ଓଡ଼ିଶା ରିପୋର୍ଟର): କଟକର ନୟାସଡ଼କସ୍ଥିତ IIFL ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣା ପଛର ମାଷ୍ଟର୍ ମାଇଣ୍ଡ ଜଣେ ଲେଡି ଅଫିସର୍ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଲେଡି ଅଫିସର୍ ଜଣକ IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଥିବା କହିଛି ପୁଲସ୍। ବର୍ତ୍ତମାନ ଲେଡି ଅଫିସରକୁ କଟକରେ ଅଟକ ରଖାଯାଇ ଜେରା କରାଯାଉଥିବା ସୂଚନା ମିଳିଛି। ଲେଡି ଅଫିସର୍ ଜଣକ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ […]

iifl

iifl

Ranjit Kumar Jena
  • Published: Wednesday, 25 November 2020
  • Updated: 25 November 2020, 12:58 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକର ନୟାସଡ଼କସ୍ଥିତ IIFL ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣା ପଛର ମାଷ୍ଟର୍ ମାଇଣ୍ଡ ଜଣେ ଲେଡି ଅଫିସର୍ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଲେଡି ଅଫିସର୍ ଜଣକ IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଥିବା କହିଛି ପୁଲସ୍। ବର୍ତ୍ତମାନ ଲେଡି ଅଫିସରକୁ କଟକରେ ଅଟକ ରଖାଯାଇ ଜେରା କରାଯାଉଥିବା ସୂଚନା ମିଳିଛି।

ଲେଡି ଅଫିସର୍ ଜଣକ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି କ୍ରାଇମ୍ ପ୍ଲଟ୍ କରିଥିଲେ। ତେବେ ଏହି ଘଟଣାରେ ଆଉ କିଛି ଅଧିକାରୀ ମଧ୍ୟ ସମ୍ପୃକ୍ତ ଥିବା କୁହାଯାଉଛି। ଏବେବି ଏହି ଘଟଣାର ଛାନଭିନ୍ ଜାରି ରହିଛି ଏବଂ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସକାଳ ୧୦ଟା ୩୦ ମିନିଟ୍ ସମୟରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର IIFLକୁ ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।

ଏହି ଘଟଣାରେ ପୁଲିସ୍‌ ଗତକାଲି ୬ ଜଣଙ୍କୁ ଗିରଫ କରିଥିଲା ବେଳେ ୨ କେଜି ସୁନା ଜବତ କରିଥିଲା। କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ। ଅମ୍ରିତ କିଛି ବନ୍ଧକ ସୁନାକୁ ହଡ଼ପ କରିଥିଲେ।

ହେଲେ ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଲୁଟ୍‌ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ। ଏହାପରେ ଗତ ୧୯ ତାରିଖ ସକାଳ ୯ଟା୫୦ରେ ଅମ୍ରିତଙ୍କ ୪ ସାଙ୍ଗ ପଶି ଲୁଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story