ପୁଣି ଜନନୀ ଯନ୍ତ୍ରଣା, ୫ କିଲୋମିଟର ଯାଏଁ ଚାଲିଲେ ଆସନ୍ନ ପ୍ରସବା

ଫୁଲବାଣୀ(ତ୍ରିନାଥ ସାହୁ): ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଆସନ୍ନ ପ୍ରସବାଙ୍କୁ ନିଜ ଗାଁରୁ ପ୍ରଥମେ ଚାଲି ଚାଲି ଓ ପରେ ଅଟୋରେ ଯିବାକୁ ପଡ଼ିଥିଲା। ତାପରେ ଯାଇ ପହଞ୍ଚିଥିଲା ଭ୍ରାମ୍ୟମାଣ ପ୍ରସୂତି ଯାନ। ଏଭଳି ଅଭାବନୀୟ ଦୃଶ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଦାପଦର ଗାଁରୁ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗାଁର ଚନ୍ଦ୍ରିକା କହଁରଙ୍କ ପ୍ରସବଜନିତ ଯନ୍ତ୍ରଣା ହେବା ପରେ ଆଶାକର୍ମୀଙ୍କ ଜରିଆରେ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା। […]

pregnent lady

pregnent lady

Madhupriya Mistry
  • Published: Sunday, 25 September 2022
  • Updated: 25 September 2022, 11:46 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଆସନ୍ନ ପ୍ରସବାଙ୍କୁ ନିଜ ଗାଁରୁ ପ୍ରଥମେ ଚାଲି ଚାଲି ଓ ପରେ ଅଟୋରେ ଯିବାକୁ ପଡ଼ିଥିଲା। ତାପରେ ଯାଇ ପହଞ୍ଚିଥିଲା ଭ୍ରାମ୍ୟମାଣ ପ୍ରସୂତି ଯାନ। ଏଭଳି ଅଭାବନୀୟ ଦୃଶ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଦାପଦର ଗାଁରୁ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗାଁର ଚନ୍ଦ୍ରିକା କହଁରଙ୍କ ପ୍ରସବଜନିତ ଯନ୍ତ୍ରଣା ହେବା ପରେ ଆଶାକର୍ମୀଙ୍କ ଜରିଆରେ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା। କିନ୍ତୁ ଭୃଙ୍ଗିଯୋଡ଼ି ମୁଖ୍ୟ ରାସ୍ତାରୁ ମାଦାପଦରକୁ ୬ କିଲୋମିଟର ଯାଏଁ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ। ଏପରିକି ଅଟୋଟିଏ ବି ପହଞ୍ଚିବା ସମ୍ଭବ ହୋଇନଥିଲା।

ଶେଷରେ ପରିବାର ଲୋକେ ଚନ୍ଦ୍ରିକାଙ୍କୁ ୫ କିଲୋମିଟର ଯାଏଁ ଚଲାଇ ଚଲାଇ ନେଇଥିଲେ। ପରେ ଅଟୋରେ ନେଇଥିଲେ ଭୃଙ୍ଗିଯୋଡ଼ି ଗାଁକୁ। ସେଠାରେ ଏକ ଭ୍ରାମ୍ୟମାଣ ପ୍ରସୂତି ଯାନରେ ତାଙ୍କୁ ନିଆଯାଇଥିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଚନ୍ଦ୍ରିକା ମେଡ଼ିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ବି ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ମା’ ସହ ନବଜାତକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story