ଗଛରେ ଓହଳି ଥିଲା ୧୧ ଫୁଟର ଅଜଗର, ତା’ ପରେ...

ବଲାଙ୍ଗିର (ଘଟେଶ୍ୱର ମିଶ୍ର):  ସହର ମଧ୍ୟରୁ ଉଦ୍ଧାର ହେଲା ଅଜଗର ସାପ। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଏକ ଗଛରେ ୧୧ ଫୁଟର ଅଜଗର ସାପ ଝୁଲିଥିବା  ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୂଜ ମିଶ୍ର ଏବଂ କାହ୍ନା ଶତପଥି ଅଜଗର ସାପକୁ ଉଦ୍ଧାର କରିଥିଲେ । ସାପଟିର ପ୍ରାଥମିକ ଚିକିତ୍ସା କରିବା ପରେ ସ୍ନେକ ହେଲପଲାଇନ ସଦସ୍ୟ  ବନ ବିଭାଗକୁ […]

snake

snake

Niharika Rout
  • Published: Tuesday, 13 October 2020
  • Updated: 13 October 2020, 11:10 AM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର):  ସହର ମଧ୍ୟରୁ ଉଦ୍ଧାର ହେଲା ଅଜଗର ସାପ। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଏକ ଗଛରେ ୧୧ ଫୁଟର ଅଜଗର ସାପ ଝୁଲିଥିବା  ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ।

ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୂଜ ମିଶ୍ର ଏବଂ କାହ୍ନା ଶତପଥି ଅଜଗର ସାପକୁ ଉଦ୍ଧାର କରିଥିଲେ । ସାପଟିର ପ୍ରାଥମିକ ଚିକିତ୍ସା କରିବା ପରେ ସ୍ନେକ ହେଲପଲାଇନ ସଦସ୍ୟ  ବନ ବିଭାଗକୁ ଖବର ଦେଇଥିଲା । ବନ ବିଭାଗର ନିର୍ଦ୍ଦେଶରେ ସାପଟିକୁ ନିକଟସ୍ଥ  ଜଙ୍ଗଲରେ ଛାଡି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos