ସଙ୍ଗରୋଧରେ ରହିବା ପରେ ବିଦେଶିନୀଙ୍କ ହାତ ଧରିଲେ କ୍ଷିରୋଦ...

ସୋର(ଓଡ଼ିଶା ରିପୋର୍ଟର):ମନ ସାଥେ ଯେବେ ମନ ମିଶିଗଲା ହୃଦୟରେ ହେଲା ହଲଚଲ। ଚୋରା ପୀରତିରୁ ହୋଇଗଲା ପ୍ରେମ। ଆଉ ପ୍ରୀତିର ବନ୍ଧନକୁ କ’ଣ ଅଟକାଇପାରେ ସୀମା ସରହଦ । ଶେଷରେ ସାତଜନମର ସାଥୀ ହୋଇଛନ୍ତି ଦୁଇ ପ୍ରେମପକ୍ଷୀ। ନେପାଳୀ ତରୁଣୀଙ୍କ ସହ ବାଲେଶ୍ୱରର ଯୁବକଙ୍କ ମଧ୍ୟରେ ପଡ଼ିଛି ହାତଗଣ୍ଠି। ଲକଡାଉନରେ ପ୍ରେମ ଆଉ ପରେ ସଙ୍ଗରୋଧରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ପ୍ରେମପକ୍ଷୀ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗାଁର କ୍ଷୀରୋଦ ଶିଅଳ […]

n-90

n-90

Tapas Behera
  • Published: Sunday, 12 July 2020
  • Updated: 12 July 2020, 05:00 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର):ମନ ସାଥେ ଯେବେ ମନ ମିଶିଗଲା ହୃଦୟରେ ହେଲା ହଲଚଲ। ଚୋରା ପୀରତିରୁ ହୋଇଗଲା ପ୍ରେମ। ଆଉ ପ୍ରୀତିର ବନ୍ଧନକୁ କ’ଣ ଅଟକାଇପାରେ ସୀମା ସରହଦ । ଶେଷରେ ସାତଜନମର ସାଥୀ ହୋଇଛନ୍ତି ଦୁଇ ପ୍ରେମପକ୍ଷୀ। ନେପାଳୀ ତରୁଣୀଙ୍କ ସହ ବାଲେଶ୍ୱରର ଯୁବକଙ୍କ ମଧ୍ୟରେ ପଡ଼ିଛି ହାତଗଣ୍ଠି। ଲକଡାଉନରେ ପ୍ରେମ ଆଉ ପରେ ସଙ୍ଗରୋଧରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ପ୍ରେମପକ୍ଷୀ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗାଁର କ୍ଷୀରୋଦ ଶିଅଳ ମୁମ୍ବାଇରେ ରହି କାମ କରୁଥିଲେ। କାଠମାଣ୍ଡୁରୁ ଆସି ସେଠାରେ କାମ କରୁଥିଲେ ପ୍ରଣିସା। ଧିରେ ଧିରେ ଉଭୟଙ୍କ ସହ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରଣିସା ନିଜ ଭଉଣୀ ଭିଣୋଇଙ୍କ ସହ ରହିଥିଲେ। ଲକଡାଉନ ଅବଧି ଶେଷ ହେବାପରେ କ୍ଷୀରୋଦ ନିଜ ଗାଁକୁ ଆସିବାକୁ ଯୋଜନା କରିଥିଲେ। ସେପଟେ ପ୍ରଣିସାଙ୍କ ଭଉଣୀ ଭିଣୋଇ ନେପାଳ ପଳାଇଥିଲେ। ହେଲେ କ୍ଷୀରୋଦଙ୍କୁ ଛାଡ଼ି ଯିବାକୁ ଚାହିଁନଥିଲେ ନେପାଳ ଯୁବତୀ ।

ଉଭୟ ଗୋଳିହା ଗାଁକୁ ପଳାଇ ଆସିଥିଲେ। ବାହାରୁ ଆସିଥିବାରୁ ଦୁଇ ଜଣଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ୧୪ ଦିନର ସଙ୍ଗରୋଧ ପରେ ଖଇରା ଥାନା ଆଇଆଇସି ଏବଂ ବିଡିଓଙ୍କ ପରାମର୍ଶକ୍ରମେ ସରପଞ୍ଚ ତାଙ୍କ ବିବାହ କରାଇଛନ୍ତି। ଉଭୟ ପରିବାରଙ୍କ ସହମତିରେ ଏହି ବିବାହ ଉତ୍ସବ ହୋଇଥିଲା। ସରପଞ୍ଚ ଓ ତାଙ୍କ ସ୍ୱାମୀ କନ୍ୟାଦାନ କରିବା ସହ ସରକାରଙ୍କ କୋଭିଡ ଗାଇଡଲାଇନ ପାଳନ କରି ଭୋଜିଭାତର ଆୟୋଜନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story