ଅନ୍‌ଲାଇନରେ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଅନ୍‌ଲାଇନରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି । ଅନ୍‌ଲାଇନରେ ଘରକୁ ଘର ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ଅସମ୍ମାନ ହେଉଛି । ଅବଢ଼ାର ପବିତ୍ରତା ପ୍ରତି […]

lingaraj-temple

Tapas Behera
  • Published: Sunday, 06 December 2020
  • , Updated: 06 December 2020, 04:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଅନ୍‌ଲାଇନରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି । ଅନ୍‌ଲାଇନରେ ଘରକୁ ଘର ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ଅସମ୍ମାନ ହେଉଛି । ଅବଢ଼ାର ପବିତ୍ରତା ପ୍ରତି ଏହା କୁଠାରଘାତ କରୁଥିବା ଅଭିଯୋଗ କରି ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି।

Related story