ଘର ଆଗରୁ ଶିଶୁକୁ ଟେକି ନେଇଥିଲେ, ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କଲା ପୁଲିସ

କୋଇଡ଼ା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଏକ ୬ ବର୍ଷର ଶିଶୁକୁ ୩ ଜଣ ଯୁବକ ଅପହରଣ କରି ନେଇଥିବା ବେଳେ ଆଜି ତାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ଘର କୋଇଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ଗତକାଲି ପିଲାଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ଆସି ତାକୁ ଚକୋଲେଟ୍ ଦେବେ […]

koida

koida

Tapaswini Nayak
  • Published: Monday, 16 January 2023
  • Updated: 16 January 2023, 04:19 PM IST

Sports

Latest News

କୋଇଡ଼ା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଏକ ୬ ବର୍ଷର ଶିଶୁକୁ ୩ ଜଣ ଯୁବକ ଅପହରଣ କରି ନେଇଥିବା ବେଳେ ଆଜି ତାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ଘର କୋଇଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।

ଗତକାଲି ପିଲାଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ଆସି ତାକୁ ଚକୋଲେଟ୍ ଦେବେ ବୋଲି କହିଥିଲେ ଓ ବାଇକ୍‌ରେ ବସାଇ ନେଇ ଯାଇଥିଲେ। ପରିବାର ଲୋକେ ଶିଶୁଟିକୁ  ନ ପାଇବାରୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିଶୁଟିର ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ ଓ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଶିଶୁଟିକୁ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ୍ ଫୋନ୍‌ କଲ୍‌ ଟ୍ରାକ୍ କରି ମେଣ୍ଢାମୁରୁଣି ଜଙ୍ଗଲରୁ ଶିଶୁଟିକୁ ଆଜି ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲା। ଏହାସହ ଅପହରଣ କରିଥିବା ୩ ଜଣ ଯୁବକଙ୍କୁ ଗିରଫ କରିଥିଲା। ପୁଲିସ୍ ସେମାନଙ୍କ ବାଇକ୍‌କୁ ମଧ୍ୟ ଜବତ କରିଛି। ଜଣେ ଅଭିଯୁକ୍ତଙ୍କ ଘର ଶିଶୁଟିର ଘର ପାଖରେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story