ଏବେ ପୋଲିସ୍ ଟାର୍ଗେଟ୍‌ରେ ଜାମିନ୍‌ଦାର: ଡିଜି କେ.ବି ସିଂହ

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ  ସାବାଡ଼ କରିବା ପାଇଁ  ଓଡ଼ିଶା ପୋଲିସ୍ ଆରମ୍ଭ କରିଥିବା ଅଭିଯାନ ତୀବ୍ର ହେବ। ଏହି ସୂଚନା ଦେଇ ଡିଜିପି  କେ.ବି ସିଂହ କହିଛନ୍ତି ଯେ ଏଣିକି  ଅପରାଧୀଙ୍କୁ ଶରଣ ଦେଉଥିବା ଏବଂ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ସଜବାଜ ଆରମ୍ଭ କରିଛି। ଏହି କ୍ରମରେ ପୋଲିସ୍  ଟାର୍ଗେଟ୍‌ରେ ଅଛନ୍ତି ଅପରାଧୀକୁ ଜାମିନରେ ଆଣୁଥିବା ପେଶାଦାର ଜାମିନଦାର। ସିଂହ କହିଛନ୍ତି  ଯେ ଜାମିନରେ ମୁକୁଳିବା ପରେ ଯଦି କୌଣସି  […]

kb shing dgp

kb shing dgp

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 03:04 AM IST

Sports

Latest News

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ  ସାବାଡ଼ କରିବା ପାଇଁ  ଓଡ଼ିଶା ପୋଲିସ୍ ଆରମ୍ଭ କରିଥିବା ଅଭିଯାନ ତୀବ୍ର ହେବ। ଏହି ସୂଚନା ଦେଇ ଡିଜିପି  କେ.ବି ସିଂହ କହିଛନ୍ତି ଯେ ଏଣିକି  ଅପରାଧୀଙ୍କୁ ଶରଣ ଦେଉଥିବା ଏବଂ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ସଜବାଜ ଆରମ୍ଭ କରିଛି। ଏହି କ୍ରମରେ ପୋଲିସ୍  ଟାର୍ଗେଟ୍‌ରେ ଅଛନ୍ତି ଅପରାଧୀକୁ ଜାମିନରେ ଆଣୁଥିବା ପେଶାଦାର ଜାମିନଦାର।

ସିଂହ କହିଛନ୍ତି  ଯେ ଜାମିନରେ ମୁକୁଳିବା ପରେ ଯଦି କୌଣସି  ଅପରାଧୀ ପୁଣି ଥରେ ଅପରାଧ ଘଟାନ୍ତି ତେବେ ଜାମିନଦାର ସଂପୃକ୍ତ ଅପରାଧୀଙ୍କୁ କୋର୍ଟରେ ହାଜର କରାଇବେ। ଯଦି ହାଜର କରାଇବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କୋର୍ଟଙ୍କ ଦ୍ୱାରସ୍ଥ ହେବ। ଏ ନେଇ  ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ପୂର୍ବରୁ  ଏହା ଉପରେ ଗୁରୁତ୍ୱ ଦିଆଯାଉ ନ ଥିଲା। ଫଳରେ ଲୋକେ ଜାମିନଦାର ହୋଇ ଅପରାଧୀଙ୍କୁ ଅତି ସହଜରେ ଜାମିନରେ ନେଇଯାଉଥିଲେ।

ଏହାସହ ପେଶାଦାର ଅପରାଧୀଙ୍କ ଅପରାଧ ଅର୍ଜିତ ସମ୍ପତ୍ତିକୁ ବାଜ୍ୟାପ୍ତି ପାଇଁ ପୋଲିସ୍ ପଦକ୍ଷେପ ନେବ ବୋଲି ଡିଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story