ଗଛରେ ପିଟିହେଲା ଇନୋଭା: ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୨ ମୃତ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟି ହେଲା ଇନୋଭା। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଅଛନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସାଗରପଲି ଛକରେ ଘଟିଛି ଏହି ଦୁର୍ଘଟଣା। ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାବୁଗାଁ ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜର। ତାଙ୍କ ନାଁ ରାକେଶ ହେମ୍ବ୍ରମ। ଅନ୍ୟ ମୃତକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ଇନୋଭାର ମାଲିକ ସତ୍ୟଜିତ ମାଦଲା। ମୃତ ସତ୍ୟଜିତଙ୍କ ବାପା ରାମେଶ୍ୱର ମାଦଲା ଗୁରୁତର ଆହତ ହୋଇଛନ୍ତି। […]

car

car

Jitendra Garnayak
  • Published: Friday, 05 February 2021
  • Updated: 05 February 2021, 02:07 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟି ହେଲା ଇନୋଭା। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଅଛନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସାଗରପଲି ଛକରେ ଘଟିଛି ଏହି ଦୁର୍ଘଟଣା।

ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାବୁଗାଁ ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜର। ତାଙ୍କ ନାଁ ରାକେଶ ହେମ୍ବ୍ରମ। ଅନ୍ୟ ମୃତକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ଇନୋଭାର ମାଲିକ ସତ୍ୟଜିତ ମାଦଲା। ମୃତ ସତ୍ୟଜିତଙ୍କ ବାପା ରାମେଶ୍ୱର ମାଦଲା ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ଭୀମ ହରିଜନ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।

ରାତି ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖ୍ୟ ଯାଉଥିଲେ। ସାଗରପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ରାକେଶ ହେମ୍ବ୍ରମ ଓ ରାମେଶ୍ୱର ମାଦଲାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦେଓଗାଁ ପୁଲିସ୍ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଗୁରୁତର ଆହତ ରାମେଶ୍ୱର ମାଦଲା ଓ ଭୀମ ହରିଜନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲା। ତା’ସହିତ ଶବ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story