ଚଢାଉ ବେଳେ ପୋଲିସ ଏସ୍‌ଆଇଙ୍କୁ ଅଭିଯୁକ୍ତର ଆକ୍ରମଣ

<p>ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁରରେ ଟାଉନ ଥାନା ଏସଆଇ ଶିବଶଙ୍କର ସାହୁଙ୍କୁ ଆକ୍ରମଣ କରାଯାଥିବା ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ଜିତ୍&nbsp; ମହୁରିଆ ଘରେ ଚଢାଉ ବେଲେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶିବଶଙ୍କରଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ହୋଇଛି। ଅଭିଯୁକ୍ତ ଜିତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 05:56 PM IST

Sports

Latest News

<p>ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁରରେ ଟାଉନ ଥାନା ଏସଆଇ ଶିବଶଙ୍କର ସାହୁଙ୍କୁ ଆକ୍ରମଣ କରାଯାଥିବା ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ଜିତ୍&nbsp; ମହୁରିଆ ଘରେ ଚଢାଉ ବେଲେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶିବଶଙ୍କରଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ହୋଇଛି। ଅଭିଯୁକ୍ତ ଜିତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos