ବିଜେପିରେ ମିଶିବେ ମିହିର ଦାସ ଓ ଅନୁ ଚୌଧୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧିବଦ୍ଧ ଭାବରେ ରାଜନୀତିରେ ପାଦ ଦେବେ ବରିଷ୍ଠ ଅଭିନେତା ମିହିର ଦାସ ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ। ଶନିବାର ଏମାନେ ବିଜେପିରେ ମିଶିବେ। ଏ ସଂପର୍କରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ବିଜେପିର ଏହି ମିଶ୍ରଣ ପର୍ବ ୨୦୧୯ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଆସନ୍ତକାଲି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ ମଧ୍ୟ ବିଜେପି ମିଶିବେ। କିଛିଦିନ ପୂର୍ବରୁ ସେ  ବିଜୁ ଜନତା ଦଳ ଛାଡିଥିଲେ।

ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି,-“ଆସନ୍ତାକାଲି ମୁଁ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ମିଶିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିବାକୁ ଯାଉଛି।”

ବରିଷ୍ଠ ଅଭିନେତା ମିହିର ଦାସ କହିଛନ୍ତି,-“ଗୋଟିଏ କ୍ଷେତ୍ରରୁ ଅନ୍ୟ କ୍ଷେତ୍ରକୁ ଯାଉଛି। ଉତ୍ସାହିତ ଓ ନିରୁତ୍ସାହିତ ହେବାର କୌଣସି କଥା ନାହିଁ। ଅଭିନୟରେ ମୁଁ ଲୋକଙ୍କ ସାଙ୍ଗରେ ପରୋକ୍ଷରେ  ଥିଲି ଏବେ ମୁଁ ପରୋକ୍ଷରେ ଭାବରେ ଲୋକଙ୍କ ସାଙ୍ଗରେ ରହିବି। ବଳକା ଜୀବନ ଲୋକଙ୍କ ସାଙ୍ଗରେ କାଟିବି।”

ସେ ଆହୁରି କହିଛନ୍ତି,- “ମୁଁ ରାଜନୀତିର ବଡ଼ ନୀତିକୁ ଯିବି ନାହିଁ ବୋଲି ଇଚ୍ଛା କରିଛି। ମୁଁ ଲୋକନୀତିରେ ରହିବି। ଲୋକଙ୍କ ଭଲପାଇବା ଧରି ରଖିବାକୁ ଚେଷ୍ଟା କରିବି।”

Ordigital Desk
• Published: Friday, 19 January 2018
• Updated: 19 January 2018, 12:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧିବଦ୍ଧ ଭାବରେ ରାଜନୀତିରେ ପାଦ ଦେବେ ବରିଷ୍ଠ ଅଭିନେତା ମିହିର ଦାସ ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ। ଶନିବାର ଏମାନେ ବିଜେପିରେ ମିଶିବେ। ଏ ସଂପର୍କରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ବିଜେପିର ଏହି ମିଶ୍ରଣ ପର୍ବ ୨୦୧୯ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଆସନ୍ତକାଲି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ ମଧ୍ୟ ବିଜେପି ମିଶିବେ। କିଛିଦିନ ପୂର୍ବରୁ ସେ  ବିଜୁ ଜନତା ଦଳ ଛାଡିଥିଲେ।

ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି,-“ଆସନ୍ତାକାଲି ମୁଁ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ମିଶିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିବାକୁ ଯାଉଛି।”

ବରିଷ୍ଠ ଅଭିନେତା ମିହିର ଦାସ କହିଛନ୍ତି,-“ଗୋଟିଏ କ୍ଷେତ୍ରରୁ ଅନ୍ୟ କ୍ଷେତ୍ରକୁ ଯାଉଛି। ଉତ୍ସାହିତ ଓ ନିରୁତ୍ସାହିତ ହେବାର କୌଣସି କଥା ନାହିଁ। ଅଭିନୟରେ ମୁଁ ଲୋକଙ୍କ ସାଙ୍ଗରେ ପରୋକ୍ଷରେ  ଥିଲି ଏବେ ମୁଁ ପରୋକ୍ଷରେ ଭାବରେ ଲୋକଙ୍କ ସାଙ୍ଗରେ ରହିବି। ବଳକା ଜୀବନ ଲୋକଙ୍କ ସାଙ୍ଗରେ କାଟିବି।”

ସେ ଆହୁରି କହିଛନ୍ତି,- “ମୁଁ ରାଜନୀତିର ବଡ଼ ନୀତିକୁ ଯିବି ନାହିଁ ବୋଲି ଇଚ୍ଛା କରିଛି। ମୁଁ ଲୋକନୀତିରେ ରହିବି। ଲୋକଙ୍କ ଭଲପାଇବା ଧରି ରଖିବାକୁ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos