ଅଢଙ୍ଗଗଡ ନିକଟରେ ଦେବୀ ଶୁଭଦ୍ରାଙ୍କ ଦାରୁ

ଜଗତସିଂହପୁର:ଜଗସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢଙ୍ଗଗଡ ନିକଟରେ ଚିହ୍ନଟ ହୋଇଛି ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦାରୁ। ଅଢଙ୍ଗର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣାରେ ଥିବା ଏହି ଦିବ୍ୟଦାରୁରେ ସର୍ବଲକ୍ଷଣ ରହିଥିବା ବନଯୋଗ ଦଳର ଦଳପତି ହଳଧର ଦାସମହାପାତ୍ର ଗତକାଲି ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଆଜି ସୁଭଦ୍ରାଙ୍କ ଦାରୁ ଅଡ଼ଙ୍ଗଗଡରେଥିବା ନେଇ ବିଦ୍ଧିବଦ୍ଧ  ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର।ତା’ପୂର୍ବରୁ ଜଗତସିଂହପୁର ଜିଲ୍ଲପାଳ ଓ ଏସ୍ ପି ପ୍ରମୁଖ ଶୁଭଦ୍ରାଙ୍କ ଦାରୁସ୍ଥଳ ପରିଦର୍ଶନ କରିଥିଲେ।ଏହି ଘୋଷଣା […]

vlcsnap

Rakesh Mallick
  • Published: Friday, 24 April 2015
  • , Updated: 24 April 2015, 06:06 AM IST

ଜଗତସିଂହପୁର:ଜଗସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢଙ୍ଗଗଡ ନିକଟରେ ଚିହ୍ନଟ ହୋଇଛି ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦାରୁ। ଅଢଙ୍ଗର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣାରେ ଥିବା ଏହି ଦିବ୍ୟଦାରୁରେ ସର୍ବଲକ୍ଷଣ ରହିଥିବା ବନଯୋଗ ଦଳର ଦଳପତି ହଳଧର ଦାସମହାପାତ୍ର ଗତକାଲି ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ।

ଏହାପରେ ଆଜି ସୁଭଦ୍ରାଙ୍କ ଦାରୁ ଅଡ଼ଙ୍ଗଗଡରେଥିବା ନେଇ ବିଦ୍ଧିବଦ୍ଧ  ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର।ତା’ପୂର୍ବରୁ ଜଗତସିଂହପୁର ଜିଲ୍ଲପାଳ ଓ ଏସ୍ ପି ପ୍ରମୁଖ ଶୁଭଦ୍ରାଙ୍କ ଦାରୁସ୍ଥଳ ପରିଦର୍ଶନ କରିଥିଲେ।ଏହି ଘୋଷଣା ପରେ ସେଠାରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଛି।

Related story