ଆଧାର ବିନା ଓଡ଼ିଶା ଆସିବା ମନା !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ମେ’ ୩ରେ ଲକ୍‌ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାମ ପଞ୍ଜିକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।  ଏନେଇ ଆଜି ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ କୁମାର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରେ ରହିଯାଇଥିବା ଲୋକଙ୍କ ସଂପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି। ଆସିବାକୁ ଚାହୁଁଥିବା ଲୋକଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନରେ ସାହାଯ୍ୟ କରିବାକୁ ୱାର୍ଡରେ […]

n-9876

n-9876

Tapas Behera
  • Published: Saturday, 25 April 2020
  • Updated: 25 April 2020, 06:40 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ମେ’ ୩ରେ ଲକ୍‌ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାମ ପଞ୍ଜିକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।  ଏନେଇ ଆଜି ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ କୁମାର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରେ ରହିଯାଇଥିବା ଲୋକଙ୍କ ସଂପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି। ଆସିବାକୁ ଚାହୁଁଥିବା ଲୋକଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନରେ ସାହାଯ୍ୟ କରିବାକୁ ୱାର୍ଡରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି।  ପଞ୍ଜିକରଣ ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ରହିବ।

ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ଗ୍ରାମ ରୋଜଗାର ସେବକଙ୍କ ସହ ୨ଜଣ ଶିକ୍ଷକ ରହିବେ ବୋଲି । ଗତକାଲି ଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଯେଉଁମାନେ ଆସିବେ, ୧୪ ଦିନ କ୍ୱାରେଣ୍ଟେଇନ୍‌ରେ ରହିବେ।୧୪ ଦିନ କ୍ୱାରେଣ୍ଟେଇନ୍‌ରେ ରହିବା ପରେ ସୁସ୍ଥ ଥିଲେ ଘରକୁ ଫେରିବେ। ରେଜିଷ୍ଟ୍ରେସନ ପାଇଁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ବାଧ୍ୟତାମୂଳକ ରହିବ। କେହି ସଂପର୍କୀୟ ରେଜିଷ୍ଟ୍ରେସନ କରୁଥିଲେ ତାଙ୍କ ମୋବାଇଲ ନମ୍ବର ଦେବେ। ବାହାରେ ରହୁଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ; ସମସ୍ତେ ପଞ୍ଜିକରଣ କରିବେ। କେଉଁଠୁ ଆସିଲେ ଏବଂ କେଉଁଠିକୁ ଯିବେ; ପୂରା ବିବରଣୀ ଦେବେ। ପଞ୍ଜିକରଣ ପାଇଁ ଆଧାର ବାଧ୍ୟତାମୂଳକ କରାଯାଇଛି। ତେବେ ଭୟ ନକରି ସବୁ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।  ଏଥିପାଇଁ ଆରମ୍ଭ ହୋଇଯାଇଛି ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜିକରଣ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି ହୋଇଛି।

ତେବେ ଅନଲାଇନ୍‌ରେ କେମିତି ନା ପଞ୍ଜିକରଣ କରିବେ ଆସନ୍ତୁ ଜାଣିବା

୧.ଏଥିପାଇଁ ଓଡ଼ିଶା ସରକାରଙ୍କର ୱେବ୍‌ସାଇଟ୍‌ https://covid19.odisha.gov.in/  ଖୋଲନ୍ତୁ।

୨. ଏହାପରେ ୱେବ୍‌ସାଇଟ୍‌ର ଇଣ୍ଟରଫେସ୍‌ ଖୋଲିଯିବ। ସେଠି ଏକ ହଳଦିଆ ପଟ୍ଟି ଉପରେ ଲେଖାଥିବା ‘ପଜୀକରଣ ଫର୍ମ ପୂରଣ କରନ୍ତୁ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

୩. ନୂତନ ପେଜ୍‌ ଖୋଲିବା ପରେ ସେଠାରେ ଲେଖାଥିବା ସମସ୍ତ ସର୍ତ୍ତାବଳୀକୁ ଭଲ ଭାବରେ ପଢ଼ି ତଳେ ଲେଖାଥିବା ‘ପଞ୍ଜୀକରଣ କରନ୍ତୁ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

୪. ‘ପଞ୍ଜୀକରଣ କରନ୍ତୁ’ ବିକଳ୍ପ ଉପରେ କ୍ଲିକ୍‌ କଲା ପରେ ଆପଣଙ୍କୁ ପଚରାଯିବ, ଆପଣ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି କି ? ଆପଣ ‘ହଁ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

୫. ‘ହଁ’ ବିକଳ୍ପ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କ କମ୍ପ୍ୟୁଟର୍‌ ସ୍କ୍ରିନ୍‌ ସାମ୍ନାରେ ଫର୍ମଟି ଖୋଲିଯିବ। ସେଠାରେ ଦିଯାଇଥିବା ବିକଳ୍ପ ମଧ୍ୟରୁ ଯଦି ଆପଣ ନିଜ ପାଇଁ ରେଜିଷ୍ଟ୍ରେସନ କରୁଛନ୍ତି ତେବେ ‘ନିଜ ପାଇଁ’ ବିକଳ୍ପ ବାଛନ୍ତୁ। ଯଦି ଅନ୍ୟ କାହାର ରେଜିଷ୍ଟ୍ରେସନ୍‌ କରାଉଛନ୍ତି ସେଥିପାଇଁ ‘ସ୍ଥାନୀୟ ଯୋଗାଯୋଗ’ ବିକଳ୍ପକୁ ବାଛନ୍ତୁ।

୬. ଏହାପରେ ଫର୍ମରେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେକୁ ଭଲଭାବରେ ପଢ଼ି ଫର୍ମ ପୂରଣ କରନ୍ତୁ। ଆଉ ତଳେ ଦିଆଯାଇଥିବା ଦୁଇଟି ଘୋଷଣାନାମା ଉପରେ ଟିକ୍‌ ମାରି ଫର୍ମ ସବ୍‌ମିଟ୍‌ କରନ୍ତୁ। ଆପଣଙ୍କ ତଥ୍ୟ ସବ୍‌ମିଟ ହୋଇଯିବ।

ତେବେ ଫର୍ମ ପୂରଣ ପାଇଁ ଓଡ଼ିଆ ଓ ଇଂରାଜୀ ଦୁଇଟି ଭାଷାର ବିକଳ୍ପ ଦିଆଯାଇଛି। ଆପଣ ଏହି ଯେଁ ଗୋଟିଏ ବିକଳ୍ପ ବାଛି ଫର୍ମ ପୂରଣ କରିପାରିବେ।

ଏଥିସହିତ ଅଫ୍‌ଲାଇନ୍‌ ଫର୍ମ ପୂରଣ ପାଇଁ ଆପଣଙ୍କ ଅଞ୍ଚଳର ପ୍ରତିନିଧି, ସରପଞ୍ଚଙ୍କ ସହିତ ଯୋଗଯୋଗ କରି ସମ୍ପର୍କୀୟଙ୍କ ମାଧ୍ୟମରେ ଫର୍ମପୂରଣ କରାଇପାରିବେ।

ତାସହିତ କରୋନା ସମ୍ପର୍କିତ ଦରକାରୀ ସୂଚନା ଓ ଦରକାରୀ ୱେବ୍‌ସାଇଟ୍‌ର ଲିଙ୍କ୍‌ ମଧ୍ୟ ଆପଣ https://covid19.odisha.gov.in/ ୱେବସାଇଟ୍‌ରୁ ପାଇପାରିବେ। ୱେବ୍‌ସାଇଟ୍‌ର ତଳକୁ ଏ ସମସ୍ତ ଲିଙ୍କ୍‌ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story