କଟକ: ଚଳିତବର୍ଷ ଆଡମିଶନ ହୋଇ ନ ଥିବା ବିଡିଏସ୍ ସିଟଗୁଡ଼ିକ ପାଇଁ ସ୍ପେସାଲ ଓଜେଇ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପ୍ରାଇଭେଟ ମେଡିକାଲ ଓ ଡେଣ୍ଟାଲ କଲେଜ ଆସୋସିଏଶନର ଆବେଦନର ଶୁଣାଣି କରି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ଡି.ପି. ଚୌଧୁରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଗତ ୨ବର୍ଷ ଧରି ମେଡିକାଲ ଓ ଡେଣ୍ଟାଲ କଲେଜରେ ଓଜେଇ ପରିବର୍ତ୍ତେ ଏଆଇପିଏମଟି ଜରିଆରେ ନାମଲେଖା ହେଉଥିବାରୁ ପ୍ରତ୍ୟେକ ବର୍ଷ ଡେଣ୍ଟାଲରେ ବହୁତ ସିଟ ଫାଙ୍କା ପଡୁଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଅବଗତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭରତପୁର ଥାନା ହାଜତରେ ନିର୍ଯାତନା ଘଟଣା: ୨୪ ଘଣ୍ଟିଆ ହେଲପଲାଇନ୍ ଜାରି କଲା ଭାରତୀୟ ସେନା
ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତୀୟ ସେନା ପକ୍ଷରୁ ୨୪ଘଣ୍ଟିଆ ଏକ ହେଲପଲାଇନ୍ ନମ୍ବର ଜାରି ହୋଇଛି।
Miscellaneous
ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ଆୟୋଜିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ମଙ୍ଗଳବାର ନୂଆଦିଲ୍ଲୀରେ ୱେବ୍ସାଇଟ୍ ଉନ୍ମୋଚନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Miscellaneous
ସୁଭଦ୍ରା: ଆବେଦନ ୧.୦୩ କୋଟି ଟପିଲା, ତୃତୀୟ ପର୍ଯ୍ୟାୟରେ ଆଉ ୨୦ଲକ୍ଷଙ୍କୁ ମିଳିବ
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତା ୨୪ତାରିଖରେ ୨୦ଲକ୍ଷ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
Miscellaneous
ଥାନାରେ ପ୍ରତିରକ୍ଷା କର୍ମଚାରୀଙ୍କୁ କିପରି ବ୍ୟବହାର କରାଯିବ? ଆସିଲା ଏସ୍ଓପି
SOP ଅନୁସାରେ କୌଣସି ଥାନାକୁ କିମ୍ବା ଫାଣ୍ଡିକୁ ପ୍ରତିରକ୍ଷା କର୍ମଚାରୀ ଅଭିଯୋଗ ନେଇ ଆସିଲେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ତାଙ୍କ ଅଭିଯୋଗ ଶୁଣିବେ। ଆଇନ୍ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ।
Miscellaneous
୨୦୨୫ କ୍ୟାଲେଣ୍ଡର ବର୍ଷରେ ରାଜ୍ୟ କର୍ମଚାରୀଙ୍କୁ ମିଳିବ ୨୬ ସରକାରୀ ଛୁଟି ଓ ୮ ଇଚ୍ଛାଧୀନ ଛୁଟି
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୫ ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ପ୍ରଯୁଜ୍ୟ ।