୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ପ୍ରସଙ୍ଗ। ଏତଲାର ୨୪ ଘଣ୍ଟା ପରେ ବି ମାମଲା ରୁଜୁ କଲାନି ପୁଲିସ। କମିଶନରେଟ ପୋଲିସ ମାମଲା ରୁଜୁ କରିନଥିବା ସୂଚନା ମିଳିଛି। IICଙ୍କ ନାଁରେ OTV ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏତଲା କରାଯାଇଥିଲା। ଡିସିପିଙ୍କ ଠାରେ ଏତଲା କରିଥିଲା ଓଡ଼ିଶା ଟେଲିଭିଜନ ଲିମିଟେଡ। ରାତି ଅଧିଆ ନୋଟିସ, ମାନସିକ ଆଘାତ ଦେବା ନେଇ ଏତଲାରେ ଦର୍ଶାଯାଇଥିଲା।  CRPCର ବିଭିନ୍ନ ଧାରା ଭଙ୍ଗ କରିବା ନେଇ […]

709-1

709-1

Tapas Behera
  • Published: Wednesday, 12 August 2020
  • Updated: 12 August 2020, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ପ୍ରସଙ୍ଗ। ଏତଲାର ୨୪ ଘଣ୍ଟା ପରେ ବି ମାମଲା ରୁଜୁ କଲାନି ପୁଲିସ। କମିଶନରେଟ ପୋଲିସ ମାମଲା ରୁଜୁ କରିନଥିବା ସୂଚନା ମିଳିଛି। IICଙ୍କ ନାଁରେ OTV ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏତଲା କରାଯାଇଥିଲା। ଡିସିପିଙ୍କ ଠାରେ ଏତଲା କରିଥିଲା ଓଡ଼ିଶା ଟେଲିଭିଜନ ଲିମିଟେଡ।

ରାତି ଅଧିଆ ନୋଟିସ, ମାନସିକ ଆଘାତ ଦେବା ନେଇ ଏତଲାରେ ଦର୍ଶାଯାଇଥିଲା।  CRPCର ବିଭିନ୍ନ ଧାରା ଭଙ୍ଗ କରିବା ନେଇ ହୋଇଥିଲା ଏତଲା। BMC ଏତଲାରେ ତ୍ୱରିତ ମାମଲା କରିଥିବା ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। BMCର ଏତଲା ପାଇ ତତ୍କଣାତ୍ ମାମଲା କରି ପକାଇଥିଲେ IIC। ରାତିରେ ଏତଲା ପରେ ୨ ଘଣ୍ଟା ଭିତରେ ମାମଲା କରି ନୋଟିସ କରିଥିଲେ IIC।

ସୂଚନା ଅନୁଯାୟୀ, ଭାଇରାଲ୍‌ ଅଡିଓ ମାମଲାରେ ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ ଦାଖଲ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକସଂପର୍କ ଅଧିକାରୀ ଏ ସଂର୍ପକିତ ଡକ୍ୟୁମେଣ୍ଟ ଓ କଭରିଂ ଲେଟର ନେଇ ଆଜି ଥାନାକୁ ଯାଇଥିଲେ। ହେଲେ କମିଶନରେଟ ପୁଲିସ୍ କଭରିଂ ଲେଟର ଗ୍ରହଣ କରିଥିବା ବେଳେ ଡକ୍ୟୁମେଣ୍ଟକୁ ଗ୍ରହଣ କରିନଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ ରଖିଲେ ନାହିଁ, ତାହାର କାରଣ ଦର୍ଶାଇ ନଥିଲା ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story