୮ ବର୍ଷ ପରେ ଘରକୁ ଫେରିଲା ଝିଅ: ଲୁହ ବୋଲ ମାନିଲାନି, ବାପାଙ୍କୁ କୁଣ୍ଢାଇ କାନ୍ଦିଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କଣ ଯେ ଏମିତି ହେଲା ଷ୍ଟିଲ୍‌ ସିଟି ରାଉରକେଲାର ୧୦ ବର୍ଷର ଝିଅ ସୁନିତା ଘର ଛାଡ଼ି ଚାଲିଗଲେ? ଆଉ ୮ ବର୍ଷ ପରେ ଉଦ୍ଧାର ହେଲେ ଶ୍ରୀକ୍ଷେତ୍ର ପୁରୀରୁ। ଚାଇଲ୍‌ଡ ଲାଇନ୍‌ଠାରୁ ଖବର ପାଇ ଶ୍ରୀକ୍ଷେତ୍ର ଧାଇଁ ଆସିଲେ ବାପା। ଆଉ ସାମ୍ନାରେ ବାପାଙ୍କୁ ଦେଖି ଦୀର୍ଘ ଦିନ ପରେ ଛାତିର କୋହକୁ ସମ୍ଭାଳି ପାରିନଥିଲେ ସୁନିତା। ବାପାଙ୍କ ପାଖକୁ ଆସି କୁଣ୍ଢାଇ ପକାଇ କାନ୍ଦି ପକାଇଥିଲେ। ଝିଅର ଏପରି ଅବସ୍ଥା ଦେଖି […]

rkl

rkl

Manoranjan Sial
  • Published: Friday, 10 January 2020
  • Updated: 10 January 2020, 07:58 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କଣ ଯେ ଏମିତି ହେଲା ଷ୍ଟିଲ୍‌ ସିଟି ରାଉରକେଲାର ୧୦ ବର୍ଷର ଝିଅ ସୁନିତା ଘର ଛାଡ଼ି ଚାଲିଗଲେ? ଆଉ ୮ ବର୍ଷ ପରେ ଉଦ୍ଧାର ହେଲେ ଶ୍ରୀକ୍ଷେତ୍ର ପୁରୀରୁ। ଚାଇଲ୍‌ଡ ଲାଇନ୍‌ଠାରୁ ଖବର ପାଇ ଶ୍ରୀକ୍ଷେତ୍ର ଧାଇଁ ଆସିଲେ ବାପା। ଆଉ ସାମ୍ନାରେ ବାପାଙ୍କୁ ଦେଖି ଦୀର୍ଘ ଦିନ ପରେ ଛାତିର କୋହକୁ ସମ୍ଭାଳି ପାରିନଥିଲେ ସୁନିତା। ବାପାଙ୍କ ପାଖକୁ ଆସି କୁଣ୍ଢାଇ ପକାଇ କାନ୍ଦି ପକାଇଥିଲେ। ଝିଅର ଏପରି ଅବସ୍ଥା ଦେଖି ବାପା ବିପ୍ରଙ୍କ ଆଖିରୁ ମଧ୍ୟ ବହି ଯାଇଥିଲା ଲୁହ। ବାପା-ଝିଅଙ୍କ ଏହି ଖୁସିର ମିଳନ ଦେଖିବାକୁ ମିଳିଥିଲା ପୁରୀରେ।

ପୂରା ଘଟଣା ଏମିତି। ରାଉରକେଲା ଉଦିତନଗର ଶୀତଳପଡାରେ ରୁହନ୍ତି ବିପ୍ର ସାହୁ। ୨୦୧୨ ମସିହାରେ ସେ ତାଙ୍କ ଝିଅ ସୁନିତାକୁ ଗାଳି ଦେଇଥିଲେ। ଯେଉଁଥିପାଇଁ ସୁନିତା ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ। ବାପା ଓ ମା’ ଚାରିଆଡ଼େ ଝିଅକୁ ଖୋଜିଥିଲେ। ମାତ୍ର କୌଣସି ପତ୍ତା ପାଇନଥିଲେ। ସବୁଆଡୁ ନିରାଶ ହେବା ପରେ ବିପ୍ର ସାହୁ ଝିଅ ନିଖୋଜ ନେଇ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ସୁନିତାଙ୍କ ପତ୍ତା ପାଇନଥିଲା। ଝିଅକୁ ଝୁରି ଝୁରି ମା’ ମିନତୀ ସାହୁ ୨ ବର୍ଷ ତଳେ ୨୦୧୭ ମସିହାରେ ଅଖି ବୁଜିଲେ।

ବାପାଙ୍କ ଉପରେ ରାଗି କୋମଳ ବୟସରେ ସୁନିତା ଘର ଛାଡ଼ି ଦେଇଥିଲେ। ହେଲେ କେଉଁଠି ଯିବେ, ସ୍ଥିର କରିପାରିଲେ ନାହିଁ। ରାସ୍ତାରେ ବୁଲୁଥିବା ଦେଖି ଲୋକ ତାକୁ ନେଇ ବିଭିନ୍ନ କାମରେ ନିୟୋଜିତ କରାଇଥିବା ଅଭିଯୋଗ ହୋଇଛି। ଏପରିକି କେତେକ ଲୋକ ତାଙ୍କ ମାଧ୍ୟମରେ ଘରୋଇ କାମ କରାଉଥିଲେ। ଖାଇବାକୁ ଦେଉନଥିଲେ। ମାଡ ଓ ଗାଳି ମଧ୍ୟ ମାରୁଥିଲେ ବୋଲି ସୁନିତା ଅଭିଯୋଗ କରିଛନ୍ତି। ଏମିତି ସାତ ବର୍ଷ ବିତି ଗଲା।

ଶେଷରେ ପୁରୀରେ ଜଣଙ୍କ ଘରେ କାମ କରୁଥିଲେ ସୁନିତା। ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଚାଇଲଡ଼ ଲାଇନ୍‌ର ସଦସ୍ୟମାନେ ଜାଣିପାରି ତାଙ୍କୁ ଉଦ୍ଧାର କରିଥିଲେ। ତାକୁ ପଚରାଉଚରା ପରେ ରାଉରକେଲାରୁ ଆସିଥିବା ଜାଣିବାକୁ ପାଇଥିଲେ। ପରେ ରାଉରକେଲା ଚାଇଲଡ୍‌ ଲାଇନ୍‌ ଖବର ଦିଆଯାଇଥିଲା। ଆଉ ତା’ପରେ ଝିଅର ବାପା ପୁରୀରେ ପହଞ୍ଚି ଝିଅକୁ ଟ୍ରେନ୍‌ରେ ନେଇ ଘରକୁ ଫେରିଛନ୍ତି। ଆଜି ସୁନିତା ରାଉରକେଲାରେ ପହଞ୍ଚିବା ପରେ ପରିଜନଙ୍କୁ ଦେଖି କାନ୍ଦି ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story