ଜଜ୍‌ଙ୍କ ବଦଳି ପ୍ରତିବାଦରେ ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ

<p>କଟକ (ଓଡ଼ିଶା ରିପୋର୍ଟର): ଖାଲି ଜଜ୍&zwnj; ପଦବୀ ପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଇକୋର୍ଟ ଓକିଲ। ଆଜି ଅପରାହ୍ନ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଓକିଲମାନେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି। ଅସନ୍ତାକାଲି ମଧ୍ୟ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଓକିଲମାନେ ନିଷ୍ପତ୍ତି ନେଇଛନ୍ତି।</p> <p>ହାଇକୋର୍ଟରେ ଅନୁମୋଦିତ ପଦବୀ ଠାରୁ ଜଜ୍&zwnj;ଙ୍କ ସଂଖ୍ୟା କମ ରହିଛି। ୨୭ଟି ପଦବୀ ଥିବା ବେଳେ ୧୮ ଜଣ ଜଜ୍ ଅଛନ୍ତି। ଜଣେ ଜଜ୍&zwnj;ଙ୍କ ବଦଳି ହୋଇଥିବାରୁ ସଂଖ୍ୟା ୧୭କୁ ଖସିଛି। ନିଯୁକ୍ତି ନଦେଇ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।</p>

Ordigital Desk
  • Published: Thursday, 16 November 2017
  • Updated: 16 November 2017, 05:17 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): ଖାଲି ଜଜ୍&zwnj; ପଦବୀ ପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଇକୋର୍ଟ ଓକିଲ। ଆଜି ଅପରାହ୍ନ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଓକିଲମାନେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି। ଅସନ୍ତାକାଲି ମଧ୍ୟ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଓକିଲମାନେ ନିଷ୍ପତ୍ତି ନେଇଛନ୍ତି।</p><p>ହାଇକୋର୍ଟରେ ଅନୁମୋଦିତ ପଦବୀ ଠାରୁ ଜଜ୍&zwnj;ଙ୍କ ସଂଖ୍ୟା କମ ରହିଛି। ୨୭ଟି ପଦବୀ ଥିବା ବେଳେ ୧୮ ଜଣ ଜଜ୍ ଅଛନ୍ତି। ଜଣେ ଜଜ୍&zwnj;ଙ୍କ ବଦଳି ହୋଇଥିବାରୁ ସଂଖ୍ୟା ୧୭କୁ ଖସିଛି। ନିଯୁକ୍ତି ନଦେଇ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos