- Videos
- Odisha
- ଜଜ୍ଙ୍କ ବଦଳି ପ୍ରତିବାଦରେ ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ
ଜଜ୍ଙ୍କ ବଦଳି ପ୍ରତିବାଦରେ ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ
- Published: Thursday, 16 November 2017
- , Updated: 16 November 2017, 05:17 PM IST
<p>କଟକ (ଓଡ଼ିଶା ରିପୋର୍ଟର): ଖାଲି ଜଜ୍‌ ପଦବୀ ପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଇକୋର୍ଟ ଓକିଲ। ଆଜି ଅପରାହ୍ନ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଓକିଲମାନେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି। ଅସନ୍ତାକାଲି ମଧ୍ୟ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଓକିଲମାନେ ନିଷ୍ପତ୍ତି ନେଇଛନ୍ତି।</p>
<p>ହାଇକୋର୍ଟରେ ଅନୁମୋଦିତ ପଦବୀ ଠାରୁ ଜଜ୍‌ଙ୍କ ସଂଖ୍ୟା କମ ରହିଛି। ୨୭ଟି ପଦବୀ ଥିବା ବେଳେ ୧୮ ଜଣ ଜଜ୍ ଅଛନ୍ତି। ଜଣେ ଜଜ୍‌ଙ୍କ ବଦଳି ହୋଇଥିବାରୁ ସଂଖ୍ୟା ୧୭କୁ ଖସିଛି। ନିଯୁକ୍ତି ନଦେଇ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।</p>