୨ ଝିଅ ଚାଲିଯିବା ପରେ ଏବେ ତୃତୀୟ ଶଯ୍ୟାଶାୟୀ, ଝାଡ଼ୁଛି ଗୁଣିଆ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ରୋଗୀ ମୁଣ୍ଡ ଉପରେ ଡାକ୍ତର ବସି ଚିକିତ୍ସା କରିବା କଥା। ହେଲେ କରୁଛି ଗୁଣିଆ। କାରଣ ଗାଁରେ ଅଜଣା ରୋଗ ଜୀବନ ନେଉଥିବା ବେଳେ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥାକୁ ଭରସା କରି ପାରୁନାହାନ୍ତି ଅଞ୍ଚଳବାସୀ। ମାଲକାନଗିରି ଜିଲ୍ଲା ପୁସାପଲ୍ଲୀ ଗାଁରେ ଗଲା କିଛି ଦିନ ଧରି ଅଜଣା ରୋଗ ବ୍ୟାପୁଛି। ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛି। କିନ୍ତୁ ଲୋକେ ମେଡିକାଲ ନଯାଇ ଗୁଣିଆର ସାହାରା ନେଉଛନ୍ତି। ଯାହା ଜ୍ୱଳନ୍ତ ଛବି  ଗୋବର୍ଦ୍ଧନ ନାୟକଙ୍କ […]

unknow

unknow

Niranjan Mishra
  • Published: Friday, 28 October 2022
  • Updated: 28 October 2022, 10:26 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ରୋଗୀ ମୁଣ୍ଡ ଉପରେ ଡାକ୍ତର ବସି ଚିକିତ୍ସା କରିବା କଥା। ହେଲେ କରୁଛି ଗୁଣିଆ। କାରଣ ଗାଁରେ ଅଜଣା ରୋଗ ଜୀବନ ନେଉଥିବା ବେଳେ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥାକୁ ଭରସା କରି ପାରୁନାହାନ୍ତି ଅଞ୍ଚଳବାସୀ। ମାଲକାନଗିରି ଜିଲ୍ଲା ପୁସାପଲ୍ଲୀ ଗାଁରେ ଗଲା କିଛି ଦିନ ଧରି ଅଜଣା ରୋଗ ବ୍ୟାପୁଛି। ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛି। କିନ୍ତୁ ଲୋକେ ମେଡିକାଲ ନଯାଇ ଗୁଣିଆର ସାହାରା ନେଉଛନ୍ତି। ଯାହା ଜ୍ୱଳନ୍ତ ଛବି  ଗୋବର୍ଦ୍ଧନ ନାୟକଙ୍କ ପରିବାରରୁ ଆସିଛି।

ପେଟ ଯନ୍ତ୍ରଣା ଓ ଗୋଡ଼ ହାତ ଫୁଲିବାରୁ ଗତ ୧୫ ଦିନ ଭିତରେ ପୁସପାଲ୍ଲୀ ଗାଁର ଗୋବର୍ଦ୍ଧନ ନାୟକଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସେମାନଙ୍କୁୁ ମାଲକାନଗିରି ଓ  କୋରାପୁଟ ମେଡିକାଲ ନେଇଥିଲେ। ମେଡିକାଲରୁ ଫେରିବା ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଗୋବର୍ଦ୍ଧନଙ୍କ ତୃତୀୟ ଝିଅ ଯଶୋଦାର ମଧ୍ୟ ସେହି ସମାନ ଲକ୍ଷଣ ଦେଖିବାକୁ ମିଳିବାରୁ, ପରେ ତାକୁ ମେଡିକାଲ ନେଇଥିଲେ ପରିବାର ଲୋକେ। ତେବେ ସେ ସୁସ୍ଥ ଥିବା କହି ଡାକ୍ତର ଫେରାଇ ଦେଇଥିଲେ। ହେଲେ ପରେ ପୁଣି ଯନ୍ତ୍ରଣା ହେବାରୁ ତାଙ୍କୁ ଭଲ କରିବା ନିମନ୍ତେ ପରିବାର ଲୋକେ ଗୁଣିଆ ଘରକୁ ନେଇ ଚିକିତ୍ସା କରାଇଛନ୍ତି।

ସେପଟେ ନିକଟସ୍ଥ ସିଲାକୋଟା ଗାଁରେ ଗତ ୬ ମାସରେ ଏହି ଅଜଣା ରୋଗରେ ୧୫ ଜଣଙ୍କ ଜୀବନ ଗଲାଣି। ଏବେ ବି ୧୦ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି। ଲୋକେ ଡାକ୍ତରୀ ଚିକିତ୍ସା ଉପରୁ ଆସ୍ଥା ହରାଇ ଗୁଣିଆ ଡାକି ରୋଗ ଝାଡ଼ୁବାକୁ ପ୍ରୟାସ କରୁଛନ୍ତି। ଯାହା ସେମାନଙ୍କ ଜୀବନ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିଛି।

ତେବେ ଏପରି ସ୍ଥଳେ ଲୋକେ ଗୁଣିଗାରେଡି ଉପରେ ଭରସା ନ କରି ଚିକିତ୍ସାଳୟକୁ ଆସନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଫୁଲ କୁମାର ନନ୍ଦ କହିଛନ୍ତି।  ଏଥିସହ ସଂପୃକ୍ତ ଗାଁକୁ ଡାକ୍ତରୀ ଟିମ୍ ପଠାଇ ରୋଗର କାରଣ ଖୋଜାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story