ବିଜେପୁରବାସୀଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବି: ରୀତା

Ordigital Desk
  • Published: Wednesday, 28 February 2018
  • , Updated: 28 February 2018, 06:00 PM IST
<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ&nbsp;ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍&zwnj;ରେ ପରାସ୍ତ କରିଛନ୍ତି। ବିଜୟ ପରେ ରୀତା ବିଜେପୁରବାସୀ ଓ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି। ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ସେ ପୂରଣ କରିବେ ବୋଲି କହିଛନ୍ତି।</p> <p>ବିଜୟ ପରେ ଅଧିକ କ&rsquo;ଣ କହୁଛନ୍ତି ରୀତା ଦେଖନ୍ତୁ ଭିଡିଓ।</p>

Related story