କେନ୍ଦୁଝର: ପୁଣି ଦୁଇ ଶିଶୁଙ୍କୁ ଚେଙ୍କ

କେନ୍ଦୁଝର: ଚେଙ୍କ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଆଜି ଏକ ଶିଶୁର ମୃତ୍ୟୁ ଘଟିଥିବା ବେଳେ ପୁଣି ଦୁଇଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ଆସିଛି। ସଦର ଥାନା ମହାଦେଇଯୋଡ଼ା ଉପର କମ୍ପଡ଼ି ଗାଁରେ ଭାଇ ଭଉଣୀଙ୍କୁ ଚେଙ୍କ ଦିଆଯାଇଛି। ୫ ବର୍ଷର ଝିଅ ଏବଂ ୧୮ ମାସର ପୁଅକୁ ତାଙ୍କ ପରିବାର ଲୋକେ ଚେଙ୍କ ଦେଇଛନ୍ତି। ଚିକିତ୍ସା ପରେ ଭଉଣୀ ସୁସ୍ଥ ହୋଇଥିବା ବେଳେ ଭାଇର ଅବସ୍ଥା ଗୁରୁତର ଅଛି।

child chenka

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 07:25 PM IST

କେନ୍ଦୁଝର: ଚେଙ୍କ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଆଜି ଏକ ଶିଶୁର ମୃତ୍ୟୁ ଘଟିଥିବା ବେଳେ ପୁଣି ଦୁଇଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ଆସିଛି। ସଦର ଥାନା ମହାଦେଇଯୋଡ଼ା ଉପର କମ୍ପଡ଼ି ଗାଁରେ ଭାଇ ଭଉଣୀଙ୍କୁ ଚେଙ୍କ ଦିଆଯାଇଛି। ୫ ବର୍ଷର ଝିଅ ଏବଂ ୧୮ ମାସର ପୁଅକୁ ତାଙ୍କ ପରିବାର ଲୋକେ ଚେଙ୍କ ଦେଇଛନ୍ତି।

ଚିକିତ୍ସା ପରେ ଭଉଣୀ ସୁସ୍ଥ ହୋଇଥିବା ବେଳେ ଭାଇର ଅବସ୍ଥା ଗୁରୁତର ଅଛି।

Related story