ଦାମଙ୍କ ଉପରେ ଖପ୍ପା ଅଙ୍ଗନୱାଡ଼ି କର୍ମୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷିମନ୍ତ୍ରୀ ଦାମୋଦର ରାଉତ ସର୍ବସାଧାରଣ ସଭାରେ &lsquo;ସ୍ୱାମୀଛାଡ଼ ଅଙ୍ଗନୱାଡ଼ି&rsquo; କହିଥିଲେ। ଏହାକୁ ଅଲ୍&zwnj; ଓଡ଼ିଶା ଲେଡିଜ୍&zwnj; ଅଙ୍ଗନୱାଡ଼ି ୱାର୍କର୍ସ ଆସୋସିଏସନ୍&zwnj; ବିରୋଧ କରିଛି। ଏହାର ପ୍ରତିବାଦରେ ଅଙ୍ଗନୱାଡ଼ି କର୍ମୀମାନେ ଆଜି ମାଷ୍ଟର କ୍ୟାଣ୍ଟନ୍&zwnj; ଛକରେ ବିକ୍ଷୋଭ କରିଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ପିଏମ୍&zwnj;ଜି ଅଭିମୁଖେ ଯାଇଥିଲେ। ଅଙ୍ଗନୱାଡି କର୍ମୀମାନେ ଦାମଙ୍କ ଫଟୋରେ ଲିପ୍&zwnj;ଷ୍ଟିକ୍&zwnj; ମାରିଥିଲେ। ଏପରିକି ତାଙ୍କ(ଦାମ) ଫଟୋକୁ ଜୋତାରେ ବାଡ଼େଇଥିଲେ।</p> <p>ବିକ୍ଷୋଭକାରୀ ମନିତାଞ୍ଜଳି ଦାସ କହିଛନ୍ତି-&ldquo;ସର୍ବସାଧାରଣ ସଭାରେ ରାଜ୍ୟ କୃଷି ମନ୍ତ୍ରୀ ଅଙ୍ଗନୱାଡ଼ି କର୍ମୀଙ୍କ ସମ୍ପର୍କରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହାକୁ ଆମେ ଆଶା କରୁନଥିଲୁ। ମନ୍ତ୍ରୀଙ୍କ ଏପରି ଅଶାଳୀନ ଶବ୍ଦ ପ୍ରୟୋଗକୁ ଆମେ ବିରୋଧ କରୁଛୁ। ମୁଖ୍ୟମନ୍ତୀ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ।&rdquo;</p>

Ordigital Desk
  • Published: Friday, 27 October 2017
  • Updated: 27 October 2017, 06:52 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷିମନ୍ତ୍ରୀ ଦାମୋଦର ରାଉତ ସର୍ବସାଧାରଣ ସଭାରେ &lsquo;ସ୍ୱାମୀଛାଡ଼ ଅଙ୍ଗନୱାଡ଼ି&rsquo; କହିଥିଲେ। ଏହାକୁ ଅଲ୍&zwnj; ଓଡ଼ିଶା ଲେଡିଜ୍&zwnj; ଅଙ୍ଗନୱାଡ଼ି ୱାର୍କର୍ସ ଆସୋସିଏସନ୍&zwnj; ବିରୋଧ କରିଛି। ଏହାର ପ୍ରତିବାଦରେ ଅଙ୍ଗନୱାଡ଼ି କର୍ମୀମାନେ ଆଜି ମାଷ୍ଟର କ୍ୟାଣ୍ଟନ୍&zwnj; ଛକରେ ବିକ୍ଷୋଭ କରିଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ପିଏମ୍&zwnj;ଜି ଅଭିମୁଖେ ଯାଇଥିଲେ। ଅଙ୍ଗନୱାଡି କର୍ମୀମାନେ ଦାମଙ୍କ ଫଟୋରେ ଲିପ୍&zwnj;ଷ୍ଟିକ୍&zwnj; ମାରିଥିଲେ। ଏପରିକି ତାଙ୍କ(ଦାମ) ଫଟୋକୁ ଜୋତାରେ ବାଡ଼େଇଥିଲେ।</p><p>ବିକ୍ଷୋଭକାରୀ ମନିତାଞ୍ଜଳି ଦାସ କହିଛନ୍ତି-&ldquo;ସର୍ବସାଧାରଣ ସଭାରେ ରାଜ୍ୟ କୃଷି ମନ୍ତ୍ରୀ ଅଙ୍ଗନୱାଡ଼ି କର୍ମୀଙ୍କ ସମ୍ପର୍କରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହାକୁ ଆମେ ଆଶା କରୁନଥିଲୁ। ମନ୍ତ୍ରୀଙ୍କ ଏପରି ଅଶାଳୀନ ଶବ୍ଦ ପ୍ରୟୋଗକୁ ଆମେ ବିରୋଧ କରୁଛୁ। ମୁଖ୍ୟମନ୍ତୀ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos