କୃଷି ସଚିବ ସୌରଭ ଗର୍ଗଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଜି ସେ ନିଜେ ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେବା ସହ ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାଇଛନ୍ତି। ସୂଚନା ଅନୁସାରେ, ଶ୍ରୀ ଗର୍ଗଙ୍କ ଶରୀରରେ କୋଭିଡ-୧୯ ସଂକ୍ରମିତର ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ପରୀକ୍ଷା ପରେ ତାଙ୍କର ପଜେଟିଭ୍ ଥିବା ସେ ଜାଣିବାକୁ ପାଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି ଓ ଘରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ଗର୍ଗଙ୍କ […]

6nmb-4890

6nmb-4890

Tapas Behera
  • Published: Wednesday, 19 August 2020
  • Updated: 19 August 2020, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଜି ସେ ନିଜେ ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେବା ସହ ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାଇଛନ୍ତି।
ସୂଚନା ଅନୁସାରେ, ଶ୍ରୀ ଗର୍ଗଙ୍କ ଶରୀରରେ କୋଭିଡ-୧୯ ସଂକ୍ରମିତର ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ପରୀକ୍ଷା ପରେ ତାଙ୍କର ପଜେଟିଭ୍ ଥିବା ସେ ଜାଣିବାକୁ ପାଇଥିଲେ।

ଏବେ ସେ ସୁସ୍ଥ ଅଛନ୍ତି ଓ ଘରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ଗର୍ଗଙ୍କ ପତ୍ନୀ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ସମ୍ପର୍କରେ ଏନେଇ କୌଣସି ସୂଚନା ମିଳିନି। ଅନ୍ୟପକ୍ଷରେ ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଅର୍ଚ୍ଚନା ପଟ୍ଟନାୟକ ଓ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ମଧ୍ୟ କୋଭିଡ୍ ସଂକ୍ରମିତ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story