କୃଷି ସଚିବ ସୌରଭ ଗର୍ଗଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଜି ସେ ନିଜେ ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେବା ସହ ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାଇଛନ୍ତି।
ସୂଚନା ଅନୁସାରେ, ଶ୍ରୀ ଗର୍ଗଙ୍କ ଶରୀରରେ କୋଭିଡ-୧୯ ସଂକ୍ରମିତର ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ପରୀକ୍ଷା ପରେ ତାଙ୍କର ପଜେଟିଭ୍ ଥିବା ସେ ଜାଣିବାକୁ ପାଇଥିଲେ।

ଏବେ ସେ ସୁସ୍ଥ ଅଛନ୍ତି ଓ ଘରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ଗର୍ଗଙ୍କ ପତ୍ନୀ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ସମ୍ପର୍କରେ ଏନେଇ କୌଣସି ସୂଚନା ମିଳିନି। ଅନ୍ୟପକ୍ଷରେ ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଅର୍ଚ୍ଚନା ପଟ୍ଟନାୟକ ଓ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ମଧ୍ୟ କୋଭିଡ୍ ସଂକ୍ରମିତ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

ମଧୁମେହ କରୋନା ଆକ୍ରାନ୍ତଙ୍କୁ  ଏମିତି ପରାମର୍ଶ ଦେଲେ ଡାକ୍ତର ଅନୁଜ ବଳିୟାରସିଂହ

ପ୍ରଶାସନ ଶୁଣିଲାନି, ଜଙ୍ଗଲରୁ କାଠ ଆଣି  ପୋଲ ନିର୍ମାଣ କଲେ ଗ୍ରାମବାସୀ

ପୋଲ କରୁ ନାହାନ୍ତି ହେଲେ ତାର ଖୋଲିନେଲେ

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଶକ୍ତିମନ୍ତ୍ରୀଙ୍କ ସମର୍ଥନ

ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା କ୍ରାଇମବ୍ରାଞ୍ଚ

ସାପ କାମୁଡ଼ା ରୋଗୀଙ୍କୁ ମେଡିକାଲରେ ଝଡ଼ାଫୁଙ୍କା

ରାଜ୍ୟରେ କରୋନାରେ ସର୍ବାଧିକ ୧୬ ଜଣଙ୍କ ମୃତ୍ୟୁ, ସଂଖ୍ୟା ଟପିଲା ୭୫୦

ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ

ଶିକାରୀ ଗୁଳିରେ ଆଖି ବୁଜିଲେ ଯୁବକ