ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ସପ୍ତାହରେ ୪ ଦିନ ଚାଲିବ ଏୟାର ଏସିଆ ବିମାନ; ସିଡ୍ୟୁଲ୍ ସ୍ଥିର

ଭୁବନେଶ୍ୱର: ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ସପ୍ତାହକୁ ୪ ଦିନ ଚାଲିବ ଏୟାର ଏସିଆର ବିମାନ। ଏୟାର ଏସିଆ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ସିଡ୍ୟୁଲ୍ ସ୍ଥିର ହୋଇଛି। ପ୍ରତି ସପ୍ତାହର ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୩୦ରୁ ୯ଟା ମଧ୍ୟରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରିବ। ପରଦିନ ଭୋର ୪ଟାରେ ବିମାନ କୁଆଲାଲୁମ୍ପୁରରେ ପହଞ୍ଚିବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଦିନଠାରୁ ବିମାନ ସେବା ଆରମ୍ଭ […]

airasia

airasia

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 04:21 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ସପ୍ତାହକୁ ୪ ଦିନ ଚାଲିବ ଏୟାର ଏସିଆର ବିମାନ। ଏୟାର ଏସିଆ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ସିଡ୍ୟୁଲ୍ ସ୍ଥିର ହୋଇଛି। ପ୍ରତି ସପ୍ତାହର ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୩୦ରୁ ୯ଟା ମଧ୍ୟରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରିବ। ପରଦିନ ଭୋର ୪ଟାରେ ବିମାନ କୁଆଲାଲୁମ୍ପୁରରେ ପହଞ୍ଚିବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଦିନଠାରୁ ବିମାନ ସେବା ଆରମ୍ଭ ହେବ, ତାହା ସ୍ପଷ୍ଟ ହୋଇନାହିଁ। ସେହିଭଳି ଫ୍ଲାଏ ଇଜି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଅକ୍ଟୋବର ୧୫ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ କରିବାକୁ ସମ୍ମତି ପ୍ରଦାନ କରିଛି। ଭିସ୍ତାରା ଏୟାର ଲାଇନ୍ସ ମଧ୍ୟ ଅକ୍ଟୋବର ପ୍ରଥମ ସପ୍ତାହରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ବିମାନ ଉଡ଼ାଣ ଆରମ୍ଭ କରିବ। ବର୍ତ୍ତମାନ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଗୋ' ଏୟାର, ତିନୋଟି ବିମାନ ସେବା ପ୍ରଦାନାକାରୀ ସଂସ୍ଥା ଭୁବନେଶ୍ୱରରରେ ବିମାନଯାତ୍ରୀଙ୍କୁ ସେବା ଯୋଗାଉଛନ୍ତି।  ଦେଶର ୮ଟି ସହରକୁ ୨୦ଟି ବିମାନ ଯାଆସ କରୁଛନ୍ତି। ଏୟାର ଇଣ୍ଡିଆର ବିମାନ ପ୍ରଥମ ଆନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ଭାବେ ଭୁବନେଶ୍ୱରରୁ ଜୁଲାଇ ୧୦ ତାରିଖରେ ଉଡ଼ାଣ ଆରମ୍ଭ କରିଥିଲା। ଏୟାର ଏସିଆ ପ୍ରଥମ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ଭୁବନେଶ୍ୱରରୁ ବିଦେଶ ମାଟିକୁ ସିଧାସଳଖ ବିମାନ ଉଡ଼ାଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story