ଓଡ଼ିଶାରେ ସାଇଲେଣ୍ଟ କିଲର: ସମୟ ଆଗରୁ ଅଟକିଯିବ ନିଃଶ୍ୱାସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୟ ଆଗରୁ ଅଟକି ଯିବ ନିଃଶ୍ୱାସ। ଆଉ ବାନ୍ଧି ନବ ଯମ ଦଉଡ଼ି। ଆସନ୍ନ ବିପଦ ସମ୍ପର୍କରେ ଆପଣ ଅବଗତ ରହିଲେ ମଧ୍ୟ ମୁକ୍ତିର ବାଟ ନାହିଁ। ବଞ୍ଚିବାର ମାର୍ଗ ବି ନାହିଁ। ଆଜ୍ଞା ହଁ ଏବେ ଏମିତି ଏକ ଚାଞ୍ଚଲ୍ୟକର ଗବେଷଣା ଖବର ଆସିଛି। ଯାହାକୁ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ପବନକୁ ଭରସା କରି ଆପଣ ନିଃଶ୍ୱାସ ନେଉଛନ୍ତି ସେଥିରେ ଭରିଗଲାଣି ବିଷ। ଅର୍ଥାତ ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁ […]

air pollution

air pollution

Tapas Behera
  • Published: Wednesday, 01 September 2021
  • Updated: 01 September 2021, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୟ ଆଗରୁ ଅଟକି ଯିବ ନିଃଶ୍ୱାସ। ଆଉ ବାନ୍ଧି ନବ ଯମ ଦଉଡ଼ି। ଆସନ୍ନ ବିପଦ ସମ୍ପର୍କରେ ଆପଣ ଅବଗତ ରହିଲେ ମଧ୍ୟ ମୁକ୍ତିର ବାଟ ନାହିଁ। ବଞ୍ଚିବାର ମାର୍ଗ ବି ନାହିଁ। ଆଜ୍ଞା ହଁ ଏବେ ଏମିତି ଏକ ଚାଞ୍ଚଲ୍ୟକର ଗବେଷଣା ଖବର ଆସିଛି। ଯାହାକୁ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ପବନକୁ ଭରସା କରି ଆପଣ ନିଃଶ୍ୱାସ ନେଉଛନ୍ତି ସେଥିରେ ଭରିଗଲାଣି ବିଷ। ଅର୍ଥାତ ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁ ରାଜ୍ୟରେ ଲୋକଙ୍କ ଆୟୁସ ପାଖାପାଖି ୫ ବର୍ଷ କମିବ। ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଆମେରିକାର ସିକାଗୋ ବିଶ୍ୱବିଦୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି।  ମୁଖ୍ୟତଃ ରାଜ୍ୟର ବାୟ ପ୍ରଦୂଷଣ କାୟା ବିସ୍ତାର କରିଚାଲିଛ।

ଓଡ଼ିଶାରେ ବାୟୁ  ପ୍ରଦୂଷଣ ଏବେ ସର୍ବାଧିକ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛ । ଏହାର ସିଧାସଳଖ କୁପ୍ରଭାବ ଶରୀର ଉପରେ ପଡ଼ୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍କଟ ବାୟୁ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ଏକ ନମ୍ବର ଥିବା ବେଳେ ଏବେ ଓଡ଼ିଶା ତାର ପାଖାପାଖି ପହଞ୍ଚି ଯାଇଛି। ମୁଖ୍ୟତଃ ବାୟୁରେ ଅଧିକ ପରିମାଣରେ ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ( ପିଏମ ୨.୫) ର ଉପସ୍ଥିତି ଯୋଗୁଁ ଏହା ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ ।  ଏହି ପରିମାପକରେ ଦିଲ୍ଲୀ ଥିବା ବେଳେ ଏହାର ପାଖାପାଖି ଓଡ଼ିଶା ମଧ୍ୟ ପହଞ୍ଚିଗଲାଣି।

ଆଉ ଏଥିଯୋଗୁଁ ଅନେକ ଲୋକ ମୃତ୍ୟୁମୁଖରେ ପଡନ୍ତି । ଭାରତରେ ରାଜଧାନୀ ଦିଲ୍ଲୀ ହେଉଛି ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଅନ୍ୟତମ । ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଆମେରିକାର ସିକାଗୋ ବିଶ୍ୱବିଦୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା କୁହାଯାଇଛି । ତେବେ ଓଡ଼ିଶାରେ ବାୟୁ ପ୍ରଦୂଷଣମାତ୍ରାକୁ ନେଇ ଯେଉଁ ବିକଳ ଚିତ୍ର ଆସିଛି ସେଥିରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଆଦି ଜିଲ୍ଲା ରହିଛି। ଏସବୁ ଜିଲ୍ଲା ଲୋକଙ୍କର ଆୟୁସ ପାଖାପାଖି ୬ ବର୍ଷ କମିବାର ଆଶଙ୍କା ରହିଛି। ସେହିପରି ଦେଶରେ ମହାରାଷ୍ଟ୍ର, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ସ୍ଥିତି ମଧ୍ୟ ସଙ୍ଗିନ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story