ରଜ ମଉଜରେ ମସଗୁଲ ଓଡ଼ିଶାବାସୀ

ଭୁବନେଶ୍ୱର: ଆଜି ଓଡିଶାର ସବୁଠାରୁ ବଡ ପର୍ବ ରଜ । ପହିଲ ରଜ ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଉତ୍ସାହ । ଘରେ ବନ୍ଧୁ ବାନ୍ଧବଙ୍କ ଗହଳି । ଗାଁରେ ପରମ୍ପରାର ମହକ ଦେଖିବାକୁ ମିଳୁଥିବା ବେଳେ ରଜ ପାଳନ ଲାଗି ସହରାଞ୍ଚଳରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ପିଲାଠାରୁ ବଡ ପର୍ଯ୍ୟନ୍ତ ପହିଲ ରଜ ପାଳନ ଲାଗି ଚଳାଇଛନ୍ତି ପ୍ରସ୍ତୁତି । ଅନ୍ୟପକ୍ଷେ ରଜ ଲାଗି ସରଗରମ ହୋଇ ଉଠିଛି ବଜାର । […]

rajo_doli

rajo_doli

Rakesh Mallick
  • Published: Sunday, 14 June 2015
  • Updated: 15 June 2015, 07:47 AM IST

Sports

Latest News

ଭୁବନେଶ୍ୱର: ଆଜି ଓଡିଶାର ସବୁଠାରୁ ବଡ ପର୍ବ ରଜ । ପହିଲ ରଜ ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଉତ୍ସାହ । ଘରେ ବନ୍ଧୁ ବାନ୍ଧବଙ୍କ ଗହଳି । ଗାଁରେ ପରମ୍ପରାର ମହକ ଦେଖିବାକୁ ମିଳୁଥିବା ବେଳେ ରଜ ପାଳନ ଲାଗି ସହରାଞ୍ଚଳରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ପିଲାଠାରୁ ବଡ ପର୍ଯ୍ୟନ୍ତ ପହିଲ ରଜ ପାଳନ ଲାଗି ଚଳାଇଛନ୍ତି ପ୍ରସ୍ତୁତି । ଅନ୍ୟପକ୍ଷେ ରଜ ଲାଗି ସରଗରମ ହୋଇ ଉଠିଛି ବଜାର । ପାନ, ମିଠା ଓ ଲୁଗା ଦୋକାନରେ ଦେଖିବାକୁ ମିଳୁଛି ଅହେତୁକ ଭିଡ । ସେପଟେ ରଜ ପାଳନ ଲାଗି ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଘରେ ଘରେ ପ୍ରସ୍ତୁତ ହୋଇଛି ପୋଡପିଠା । ଏହି ପୋଡପିଠାର ମହକରେ ମହୁକୁଛି ଗାଁ ଦାଣ୍ଡ ।

ବିଶେଷ କରି ରଜ କୁଆଁରୀ ଝିଅଙ୍କ ପର୍ବ । ରଜବତୀ ହେବ ମାଟି ମାଆ । ଏଥିପାଇଁ କୁଆଁରୀ ଝିଅଙ୍କୁ ରଜ ତିନିଦିନ କାମ କରିବା ମନା । ଏମିତି କି ଖାଲି ପାଦରେ ଚାଲିବା ମଧ୍ୟ ମନା । ନୂଆ ଡ୍ରସ ପିନ୍ଧି ସାହି ପଡ଼ୋଶୀ ଓ ସାଙ୍ଗ ସାଥିଙ୍କ ଘର ବୁଲି ପିଠା ଓ ପାନ ଖାଇ ମଜ୍ଜା ଉଠାଇଥାନ୍ତି । ଏହାସହ ଗାଁ ମୁଣ୍ଡରେ ଲାଗି ଥିବା ରଜଦୋଳିରେ ଗୀତ ଗାଇ ମଜ୍ଜା ଉଠାଇଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story