ଆଜି ରାଜ୍ୟର ମରୁଡିଗ୍ରସ୍ତ ଅଞ୍ଚଳର ସବୁ ଆରଆଇ  ଅଫିସ ସର୍କଲକୁ ଘେରାଉ କରିବ ବିଜେପି

ଭୁବନେଶ୍ୱର: ଆଜି ରାଜ୍ୟର ମରୁଡିଗ୍ରସ୍ତ ଅଞ୍ଚଳର ସମସ୍ତ ଆରଆଇ ସର୍କଲକୁ ଘେରାଉ କରିବ ବିଜେପି। ଦଳ ଅଭିଯୋଗ ଆଣିଛି, ସରକାରଙ୍କ ପାଖରେ ମରୁଡି ସମ୍ପର୍କିତ ତଥ୍ୟ ନାହିଁ। ଚାଷୀଙ୍କ କେତେ ଜମି ମରୁଡିଗ୍ରସ୍ତ ହୋଇଛି ତାର ଏକ ରିପୋର୍ଟ ପ୍ରସ୍ତୁତ କରି ବିଜେପି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ। ଏପଟେ ଏହାର ଜବାବ ରଖିଛି ବିଜେଡି।

bjp3

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 08:53 AM IST

Related story