ଆଜି ରମଜାନ ମାସର ଶେଷଦିନ

ଭୁବନେଶ୍ୱର: ଆଜି ରମଜାନ ମାସର ଶେଷଦିନ। ଆଜି ସଂଧ୍ୟାରେ ଚାନ୍ଦ୍ ଦେଖି ମାସକର ରୋଜା ବା ଉପବାସ ଭାଙ୍ଗିବେ ଇସଲାମ୍ ଧର୍ମାବଲମ୍ୱୀ। ଏହାପରେ ଆସନ୍ତାକାଲି ପାଳନ କରିବେ ଇଦ୍। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମସଜିଦ୍ ଏବଂ ଇଦଗାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାଇଚାରାର ସହର କୁହାଯାଉଥିବା କଟକର କଦମ୍-ଏ-ରସୁଲ, ପଲଟନ୍ ମସଜିଦ୍, ସାହି ମସଜିଦ୍, ଦେୱାନ ବଜାର ମସଜିଦ୍, ଇଦଗା ପ୍ରାର୍ଥନାସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସାମୂହିକ ନମାଜ ପାଠ ପାଇଁ ପ୍ରସ୍ତୁତି […]

cuttack

cuttack

Rakesh Mallick
  • Published: Friday, 17 July 2015
  • Updated: 17 July 2015, 09:13 AM IST

Sports

Latest News

ଭୁବନେଶ୍ୱର: ଆଜି ରମଜାନ ମାସର ଶେଷଦିନ। ଆଜି ସଂଧ୍ୟାରେ ଚାନ୍ଦ୍ ଦେଖି ମାସକର ରୋଜା ବା ଉପବାସ ଭାଙ୍ଗିବେ ଇସଲାମ୍ ଧର୍ମାବଲମ୍ୱୀ। ଏହାପରେ ଆସନ୍ତାକାଲି ପାଳନ କରିବେ ଇଦ୍। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମସଜିଦ୍ ଏବଂ ଇଦଗାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାଇଚାରାର ସହର କୁହାଯାଉଥିବା କଟକର କଦମ୍-ଏ-ରସୁଲ, ପଲଟନ୍ ମସଜିଦ୍, ସାହି ମସଜିଦ୍, ଦେୱାନ ବଜାର ମସଜିଦ୍, ଇଦଗା ପ୍ରାର୍ଥନାସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସାମୂହିକ ନମାଜ ପାଠ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଟକରେ ଆଜି ସଂଧ୍ୟାରେ ଚାନ୍ଦ କମିଟି ବୈଠକ ବସିବ। ବୈଠକରେ ଆସନ୍ତାକାଲି ପାଳିତ ହେବାକୁ ଥିବା ପବିତ୍ର ଇଦ୍ ସଂପର୍କରେ ଘୋଷଣା କରାଯିବ। କଟକ ସମେତ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ବ୍ରହ୍ମପୁର ଓ ବଲାଙ୍ଗିରରେ ଥିବା ମସଜିଦ୍ ଏବଂ ଇଦଗାରେ ଇଦ୍ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story