ଆଜି ଶ୍ରାବଣ ମାସର ତୃତୀୟ ସୋମବାର

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଦେବ ଦେବ ମହାଦେବଙ୍କ ଜଳାଭିଷେକ ପାଇଁ ଚଳଚଞ୍ଚଳ ଶୈବପୀଠ। ବିଭିନ୍ନ ଜଳାଶୟରୁ ଜଳ ଆଣି ଆଜି ଭୋରରୁ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ। ବିଶ୍ୱାସ ରହିଛି ମହାଦେବଙ୍କ ଉପରେ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। କିଏ ମାନସିକ ପୁରଣ ପାଇଁ ତ ଆଉ କିଏ ପୁଣି ଭକ୍ତି ଓ ବିଶ୍ୱାସରେ ଜଳଲାଗି କରୁଛନ୍ତି କାଉଡିଆ। ଶ୍ରାବଣ ଆରମ୍ଭରୁ ହିଁ ନିଷ୍ଠାର ସହ ଉପବାସ କରିଥାନ୍ତି କାଉଡ଼ିଆ […]

Katak gadagadia

Katak gadagadia

Rakesh Mallick
  • Published: Monday, 17 August 2015
  • Updated: 17 August 2015, 01:54 AM IST

Sports

Latest News

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଦେବ ଦେବ ମହାଦେବଙ୍କ ଜଳାଭିଷେକ ପାଇଁ ଚଳଚଞ୍ଚଳ ଶୈବପୀଠ। ବିଭିନ୍ନ ଜଳାଶୟରୁ ଜଳ ଆଣି ଆଜି ଭୋରରୁ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ। ବିଶ୍ୱାସ ରହିଛି ମହାଦେବଙ୍କ ଉପରେ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। କିଏ ମାନସିକ ପୁରଣ ପାଇଁ ତ ଆଉ କିଏ ପୁଣି ଭକ୍ତି ଓ ବିଶ୍ୱାସରେ ଜଳଲାଗି କରୁଛନ୍ତି କାଉଡିଆ। ଶ୍ରାବଣ ଆରମ୍ଭରୁ ହିଁ ନିଷ୍ଠାର ସହ ଉପବାସ କରିଥାନ୍ତି କାଉଡ଼ିଆ ମାନେ। ନିରାମିଷ ଭୋଜନ ସହ ନୂତନବସ୍ତ୍ର ପରିଧାନ କରି ବିଭିନ୍ନ ଜଳାଶୟରୁ ପାଣି ଉଠାଇଥାନ୍ତି। ପୂଜାର୍ଚ୍ଚନା ପରେ ବାଉଙ୍ଗୀଧରି ବାହାରିଥାନ୍ତି ଶୈବପୀଠ ଅଭିମୁଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story