ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବ ଭିଏଚ୍‌ପି

ଫୁଲବାଣୀ: ତାରିଖ ଅନୁସାରେ ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୮ମ ଶ୍ରାଦ୍ଧବାର୍ଷିକୀ। ଏଥିପାଇଁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଫୁଲାବଣୀ ଗାନ୍ଧୀସ୍ମୃତି ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଏହି ସଭାରେ ସ୍ୱାମୀ ସଚ୍ଚିଦାନ୍ଦ ସରସ୍ୱତୀଙ୍କ ସମେତ ବହୁ  ଭିଏଚ୍‌ପି କାର୍ଯ୍ୟକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ତିଥି ଅନୁସାରେ ଜଲେଶପଟା ଓ ଚକାପାଦ ଗୁରୁକୁଳ ଆଶ୍ରମରେ ସ୍ୱାମୀଜିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ। ଏ ଅବସରରେ ବିଭିନ୍ନ ପୂଜାପାଠ ସହ କଳସ ଯାତ୍ରା […]

kandhmala

kandhmala

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 09:45 AM IST

Sports

Latest News

ଫୁଲବାଣୀ: ତାରିଖ ଅନୁସାରେ ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୮ମ ଶ୍ରାଦ୍ଧବାର୍ଷିକୀ। ଏଥିପାଇଁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଫୁଲାବଣୀ ଗାନ୍ଧୀସ୍ମୃତି ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଏହି ସଭାରେ ସ୍ୱାମୀ ସଚ୍ଚିଦାନ୍ଦ ସରସ୍ୱତୀଙ୍କ ସମେତ ବହୁ  ଭିଏଚ୍‌ପି କାର୍ଯ୍ୟକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ତିଥି ଅନୁସାରେ ଜଲେଶପଟା ଓ ଚକାପାଦ ଗୁରୁକୁଳ ଆଶ୍ରମରେ ସ୍ୱାମୀଜିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ। ଏ ଅବସରରେ ବିଭିନ୍ନ ପୂଜାପାଠ ସହ କଳସ ଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଥିବା ଭିଏଚ୍‌ପିର ପୂର୍ବପ୍ରାନ୍ତ ପ୍ରମୁଖ ପ୍ରିୟନାଥ ଶର୍ମା ସୂଚନା ଦେଇଛନ୍ତି।

ସ୍ୱାମୀଜିଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ସାରା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ  କଡ଼ାକଡ଼ି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କନ୍ଧମାଳ ଏସ୍‌ପିଙ୍କ ନେତୃତ୍ୱରେ ୨ ଜଣ ଅତିରିକ୍ତ ଏସ୍‌ପି, ୨୧ ପ୍ଳାଟୁନ୍‌ ଫୋର୍ସ, ୨ କମ୍ପାନୀ ସିଆରପିଏଫ୍‌ , ଓଡ୍ରାଫ୍‌ ଏବଂ ବହୁ ଅଫିସର ନିୟୋଜିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story