ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ। ଆଜିଠୁ ଗୃହ ସରଗରମ ହେବ। କାରଣ ଗତକାଲି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ୧୦ ଜଣ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗୃହକୁ ମୁଲତବି କରାଯାଇଥିଲା। ଆଜି କଂଗ୍ରେସ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମାମଲାକୁ ଗୃହରେ ଉଠାଇବ। ଏହା ସହିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ସରକାରୀ ଦଳର ନେତାଙ୍କ ସହ ସାରଥୀଙ୍କ ସଂପୃକ୍ତି, ନବକଳେବର […]

orissaassembly

orissaassembly

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 05:57 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ। ଆଜିଠୁ ଗୃହ ସରଗରମ ହେବ। କାରଣ ଗତକାଲି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ୧୦ ଜଣ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗୃହକୁ ମୁଲତବି କରାଯାଇଥିଲା। ଆଜି କଂଗ୍ରେସ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମାମଲାକୁ ଗୃହରେ ଉଠାଇବ। ଏହା ସହିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ସରକାରୀ ଦଳର ନେତାଙ୍କ ସହ ସାରଥୀଙ୍କ ସଂପୃକ୍ତି, ନବକଳେବର ବିଭ୍ରାଟ ଓ ରାଜ୍ୟର ମରୁଡ଼ି ସ୍ଥିତି ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବା ନେଇ ଗତକାଲି ସନ୍ଧ୍ୟାରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏସବୁ ସହିତ ଶିକ୍ଷକଙ୍କ ଆନ୍ଦୋଳନ, ଡାକ୍ତର ଅଭାବ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଭଳି ସମସ୍ୟା ପ୍ରସଙ୍ଗ ଉଠାଯିବ।

ସେପଟେ ବିଜେପି ମଧ୍ୟ ବ୍ରହ୍ମ ବିଭ୍ରାଟ, ସାରଥି ବିବାଦ, କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବେଲବାହାଳି ଭଳି ପ୍ରସଙ୍ଗରେ ସରକାରଙ୍କ ଘେରିବାକୁ ପ୍ରସ୍ତୁତ ରହିଛି। ବିରୋଧୀଙ୍କ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି  ଶାସକ ବିଜେଡି। ତେଣୁ ଏହାକୁ ନେଇ ଆଜିଠୁ ଗୃହ ସରଗରମ ହେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story