ଆଜି ପ୍ରକାଶ ପାଇବ ଜେଇଇ ମେନର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ରାଙ୍କ କାର୍ଡ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ରାଙ୍କ କାର୍ଡ। ଛାତ୍ରଛାତ୍ରୀ କେଉଁ ରାଙ୍କ ପାଇଛନ୍ତି ତାହା ଜେଇଇ ମେନ୍ ୱେବସାଇଟରୁ ଜାଣିପାରିବେ। ଜେଇଇ ମେନ୍ ପରୀକ୍ଷାର ନମ୍ବର ଏବଂ ଯୁକ୍ତ ଦୁଇ ନମ୍ବରକୁ ମିଶାଇ ରାଙ୍କ କାର୍ଡ ପ୍ରସ୍ତୁତ କରାଯାଇଛି। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଇଂଜିନିୟିରଂ ପାଠ୍ୟକ୍ରମରେ ନାମଲେଖାଇ ପାରିବେ। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ଏଥିପାଇଁ […]

jee

Rakesh Mallick
  • Published: Monday, 29 June 2015
  • , Updated: 29 June 2015, 02:00 AM IST

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ରାଙ୍କ କାର୍ଡ। ଛାତ୍ରଛାତ୍ରୀ କେଉଁ ରାଙ୍କ ପାଇଛନ୍ତି ତାହା ଜେଇଇ ମେନ୍ ୱେବସାଇଟରୁ ଜାଣିପାରିବେ। ଜେଇଇ ମେନ୍ ପରୀକ୍ଷାର ନମ୍ବର ଏବଂ ଯୁକ୍ତ ଦୁଇ ନମ୍ବରକୁ ମିଶାଇ ରାଙ୍କ କାର୍ଡ ପ୍ରସ୍ତୁତ କରାଯାଇଛି। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଇଂଜିନିୟିରଂ ପାଠ୍ୟକ୍ରମରେ ନାମଲେଖାଇ ପାରିବେ। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ଏଥିପାଇଁ ଛାତ୍ରଛାତ୍ରୀ ଜୁଲାଇ ୨ରୁ ଓଜେଇଇ ୱେବସାଇଟରେ ରେଜିଷ୍ଟ୍ରେସନ୍ କରିପାରିବେ। କାଉନସେଲିଂ ପାଇଁ ଜୁଲାଇ ୧୦ ତାରିଖରେ ରାଜ୍ୟର ପ୍ରମୁଖ ସହରରେ ଖୋଲିବ ନୋଡାଲସେଣ୍ଟର। ନିଜ ମନୋନୀତ ନୋଡାଲ ସେଣ୍ଟରକୁ ଯାଇ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିବା ସହ ଚଏସ୍ ଲକିଂ ମଧ୍ୟ କରିପାରିବେ।

Related story