ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ।ଏଥର ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଅନେକ ଅସ୍ତ୍ର। ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି, ସାରଥି ବିବାଦ, କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ବେଲବାହାଳି ଭଳି ଅନେକ ଇସ୍ୟୁ ରହିଛି। ସେହିପରି  ଅନ୍ୟ କେତେକ ପ୍ରସଙ୍ଗରେ ବି ଗୃହ ସରଗରମ ହୋଇପାରେ। ପୋସ୍କ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ ହୋଇପାରନ୍ତି ବିଧାନସଭାରେ। କମ୍ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ରାଜ୍ୟ […]

assembly

assembly

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 06:22 AM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ।ଏଥର ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଅନେକ ଅସ୍ତ୍ର। ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି, ସାରଥି ବିବାଦ, କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ବେଲବାହାଳି ଭଳି ଅନେକ ଇସ୍ୟୁ ରହିଛି।

ସେହିପରି  ଅନ୍ୟ କେତେକ ପ୍ରସଙ୍ଗରେ ବି ଗୃହ ସରଗରମ ହୋଇପାରେ। ପୋସ୍କ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ ହୋଇପାରନ୍ତି ବିଧାନସଭାରେ। କମ୍ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ରାଜ୍ୟ ସରକାର ଏହାର ମୁକାବିଲାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଚାଷୀଙ୍କ ସମସ୍ୟା ପ୍ରତି ସରକାର ଆଖି ବୁଜିଦେଇଥିବା କଂଗ୍ରେସ ଓ ବିଜେପି ଅଭିଯୋଗ କରିପାରନ୍ତି। ଏହାସହିତ ବାଣୀବିହାର ପ୍ରସଙ୍ଗକୁ ବି ବିଜେପି ଉଠାଇବ ଗୃହରେ। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଅନେକ ସ୍କୁଲରେ ତାଲା ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ଅଭିଯୋଗ କରି ସରକାରଙ୍କୁ ଘେରିବେ ବିରୋଧୀ। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ଦଳ ପୁରା ପ୍ରସ୍ତୁତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story