ଲୁଟେରା ଜିତୁ ଗର୍ଲଫ୍ରେଣ୍ଡ ସହ ମିଶି କରୁଥିଲା ଏମିତି କାଣ୍ଡ

କଟକ(ଓଡ଼ିଶା ରିପୋର୍ଟର): କଟକ ଚୌଦ୍ୱାରରେ ଗତକାଲି ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଅଜୟର ଅପରାଧ ପଛରେ ତା’ ଗର୍ଲଫ୍ରେଣ୍ଡ, ଗର୍ଲଫ୍ରେଣ୍ଡ ମାଆ ଏବଂ ଭଉଣୀଙ୍କର ମଧ୍ୟ ହାତ ଅଛି। ସେଥିପାଇଁ ପୁଲିସ୍‌ ଏହି ତିନି ଜଣଙ୍କୁ ମଧ୍ୟ ଗିରଫ କରିଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏହି ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ଅଜୟ ଯାହାସବୁ ଲୁଟ୍ କରୁଥିଲା, ଏହି ତିନି ଜଣ […]

671-1

671-1

Tapaswini Nayak
  • Published: Monday, 14 October 2019
  • Updated: 14 October 2019, 02:22 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ଚୌଦ୍ୱାରରେ ଗତକାଲି ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଅଜୟର ଅପରାଧ ପଛରେ ତା’ ଗର୍ଲଫ୍ରେଣ୍ଡ, ଗର୍ଲଫ୍ରେଣ୍ଡ ମାଆ ଏବଂ ଭଉଣୀଙ୍କର ମଧ୍ୟ ହାତ ଅଛି। ସେଥିପାଇଁ ପୁଲିସ୍‌ ଏହି ତିନି ଜଣଙ୍କୁ ମଧ୍ୟ ଗିରଫ କରିଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏହି ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି, ଅଜୟ ଯାହାସବୁ ଲୁଟ୍ କରୁଥିଲା, ଏହି ତିନି ଜଣ ତାକୁ ବିକ୍ରି ବଟା କରୁଥିଲେ। ସେପ୍ଟେମ୍ବର ୨୪ ତାରିଖରେ ଗୁରୁଡ଼ିଝାଟିଆରେ ହୋଇଥିବା ଲୁଟ୍ ଓ ହତ୍ୟା ଘଟଣାରେ ଅଜୟ ସଂପୃକ୍ତ ଥିଲା। ହତ୍ୟା ପରେ ଲୁଟ୍ କରିଥିବା ସାମଗ୍ରୀ ଏହି ୩ ଜଣଙ୍କୁ ଦେଇଥିଲା। ଜେରା କଲାବେଳେ ସେ ଏହି କଥା କହିଛି।

ସୂଚନାଯୋଗ୍ୟ, ଗତକାଲି ପୁଲିସ୍ ଏନକାଉଣ୍ଟରରେ ଅଜୟ ଆହତ ହୋଇଥିଲା। ତା’ ନିକଟରୁ ଗୋଟିଏ ବନ୍ଧୁକ ସହିତ ଗୁଳି ଜବତ କରାଯାଇଥିଲା। ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ଅଜୟ ସଂପୃକ୍ତ ଥିବା ପୁଲିସ୍ ସୂଚନା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story