ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା; କହିଲେ, ମୁଁ ପୀଡ଼ିତ, ସବୁ କହିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ମାମଲାରେ ନାଗ ପେଡ଼ି ଖୋଲିବାକୁ ତନାଘନା ଚଳାଇଛି ED । ଆଜି ସକାଳୁ ସକାଳୁ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହୋଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପୁଣି ଥରେ ହାଜର ହୋଇଛନ୍ତି ସିନେ ପ୍ରଡ୍ୟୁସର ଅକ୍ଷୟ ପରିଜା। ଗତକାଲି ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ  ଅକ୍ଷୟ ପରିଜାଙ୍କୁ ଇଡିରେ ଜେରା କରାଯାଇଥିଲା। ଏହାପରେ ରାତିରେ ସେ ପଳାଇଥିବା ବେଳେ ଅଜି ସକାଳେ ପୁଣି ଥରେ ଇଡିରେ ହାଜର […]

pic

pic

Niharika Rout
  • Published: Wednesday, 23 November 2022
  • Updated: 23 November 2022, 12:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ମାମଲାରେ ନାଗ ପେଡ଼ି ଖୋଲିବାକୁ ତନାଘନା ଚଳାଇଛି ED । ଆଜି ସକାଳୁ ସକାଳୁ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହୋଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପୁଣି ଥରେ ହାଜର ହୋଇଛନ୍ତି ସିନେ ପ୍ରଡ୍ୟୁସର ଅକ୍ଷୟ ପରିଜା।

ଗତକାଲି ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ  ଅକ୍ଷୟ ପରିଜାଙ୍କୁ ଇଡିରେ ଜେରା କରାଯାଇଥିଲା। ଏହାପରେ ରାତିରେ ସେ ପଳାଇଥିବା ବେଳେ ଅଜି ସକାଳେ ପୁଣି ଥରେ ଇଡିରେ ହାଜର ହୋଇଛନ୍ତି।

ଅକ୍ଷୟ ପରିଜା ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଚଳିଙ୍କୁ ନାମ ନେଇଥିଲେ। ଏହାକୁ ନେଇ ପୁଲିସ୍‌ ତନାଘନା ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ପଦାକୁ ଆସିଥିଲା ଅର୍ଚ୍ଚନାଙ୍କ କଳା କାରନାମା । ତେବେ ଅର୍ଚ୍ଚନା କାହିଁକି ଅକ୍ଷୟ ପରିଜାଙ୍କୁ ବ୍ଲାକେମେଲ କରୁଥିଲେ, ତାଙ୍କ ପାଖରେ ଏପରି କ’ଣ ପ୍ରମାଣ ଥିଲା, ପୂର୍ବରୁ ଉଭୟ ପରସ୍ପରକୁ ଜାଣିଥିଲେ କି ଏ ନେଇ ଏବେ ତନାଘନା ଆରମ୍ଭ କରିଛି ଇଡି।

ଆଜି ସକାଳେ ଇଡି କାର୍ଯ୍ୟାଳୟମୁହାଁ ହୋଇଥିବା ଅକ୍ଷୟ ପରିଜା ଗଣମାଧ୍ୟମ ଉପରେ ଖୁବ୍‌ ବର୍ଷିବା ସହ ସାମ୍ବାଦିକତାର ପାଠ ପଢ଼ାଇଥିଲେ। ଏନେଇ ସେ କହିଛନ୍ତି, କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି। ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ୍ ନୁହେଁ। ଭବିଷ୍ୟତରେ ମୁଁ ସେମାନଙ୍କୁ କୋର୍ଟକୁ ଟାଣିପାରେ ବୋଲି ଧମକ ଦେଇଛନ୍ତି ଅକ୍ଷୟ ପରିଜା।

ଏନେଇ ଅକ୍ଷୟ ପରିଜାଙ୍କ ଓକିଲ କହିଛନ୍ତି, ଗତକାଲି ଆମେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଆନ୍ଦୋଳନ କରିଥିଲୁ। ଏହାପରେ ପ୍ରାୟ ୨, ୩ ଘଣ୍ଟା ପଚରାଉଚରା କରାଯାଇଥିଲା। ତଦନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆଜି ପୁଣି ଥରେ ଇଡି ଡାକିଛି। ଇଡି ଅଧିକାରୀ ଯାହା ତଥ୍ୟ ମାଗିବେ ଦେବୁ।

ଏଥିସହ ସେ କହିଛନ୍ତି, ଆମେ ଅଭିଯୋଗକାରୀ ହୋଇଥିବାରୁ ଇଡି ଆମକୁ ପଚରାପଚରି କରିଥିଲା। ଜେରା କରି ନାହିଁ। କାଲି ରାତି ହୋଇଯାଇଥିବାରୁ ପଚରାପଚରି ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ତେଣୁ ଆଜି  ପୁଣି ଥରେ ଡାକିଛନ୍ତି।

ସୂଚନାଯୋଗ୍ୟ, ଆଜି ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ବି ହାଜର ହୋଇଥିବା ବେଳେ ତାଙ୍କୁ ବି ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରୁଛନ୍ତି ଇଡି। ତେଣୁ ଆଜି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ଓ ଖଗେଶ୍ୱରଙ୍କ ମଧ୍ୟରେ ମୁହାଁମୁହିଁ ଜେରା ହେବାର ସମ୍ଭାବନା ଥିବା ଶୁଣିବାକୁ ମିଳୁଛି। ଏହା ଦ୍ୱାରା ବହୁ ଗୁମର ଉପରୁ ପରଦା ହଟିବା ନେଇ ଆଲୋଚନା ହେଉଛି। ପୂର୍ବରୁ ସେମାନଙ୍କ ମଧ୍ୟରେ କି ସମ୍ପର୍କ ଥିଲା, ଟଙ୍କା ନେଣଦେଣ ହୋଇଛି କି ଏ ନେଇ ଇଡି ଘାଣ୍ଟିବ ବୋଲି ଜଣାଯାଇଛି।

ତେବେ ଇଡି କାର୍ଯ୍ୟାଳୟରୁ ଫେରିଲେ ସବୁ କହିବେ ବୋଲି କହିଛନ୍ତି ଅକ୍ଷୟ ପରିଜା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story