‘ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା’

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି। ଚନ୍ଦନ ଯାତ୍ରାର ସବୁ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ହେବ। ଏ ନେଇ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ଦେଲେ ପରାମର୍ଶ। ଶ୍ରୀମନ୍ଦିର ମେଘନାଦ ପାଚେରି ଭିତରେ ହିଁ ହେବ ନୀତିକାନ୍ତି। ଶ୍ରୀମନ୍ଦିରରେ କେଉଁଠି ଓ କିପରି ନୀତି ହେବ ସେନେଇ ଆସନ୍ତାକାଲି ସକାଳେ ଆଲୋଚନା ହେବ। ପରମପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟଶଙ୍କର ଦେବ। ମହାରାଜା […]

Puri

Puri

Manoranjan Sial
  • Published: Friday, 24 April 2020
  • Updated: 24 April 2020, 10:44 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି। ଚନ୍ଦନ ଯାତ୍ରାର ସବୁ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ହେବ। ଏ ନେଇ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ଦେଲେ ପରାମର୍ଶ। ଶ୍ରୀମନ୍ଦିର ମେଘନାଦ ପାଚେରି ଭିତରେ ହିଁ ହେବ ନୀତିକାନ୍ତି। ଶ୍ରୀମନ୍ଦିରରେ କେଉଁଠି ଓ କିପରି ନୀତି ହେବ ସେନେଇ ଆସନ୍ତାକାଲି ସକାଳେ ଆଲୋଚନା ହେବ। ପରମପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟଶଙ୍କର ଦେବ।

ମହାରାଜା ଆହୁରି କହିଛନ୍ତି-“କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଗାଇଡ୍‌ ଲାଇନ୍‌ ମାନି ନୀତିକାନ୍ତି ହେବ। ଲକ୍‌ ଡାଉନ ନିୟମ ମାନି କିପରି ରଥଯାତ୍ରା ହେବ ସେନେଇ ସରକାରଙ୍କୁ ନିବେଦନ କରିବୁ। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ। ଆମେ ଚାହୁଁ ରଥ ଗଢ଼ା ହେଉ ଓ  ରଥଯାତ୍ରା ହେଉ। ମେ’ ୩ ତାରିଖ ଯାଏଁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସବୁ ନୀତିକାନ୍ତି ହେବ।”

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ରଥଯାତ୍ରା ପାଇଁ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଗତପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟମାନେ ଯୋଗଦେଇ ରଥଯାତ୍ରା ନେଇ ମାନସମନ୍ଥନ କରିଥିଲେ। ଯେତେ ସମସ୍ୟା ଉପୁଜିଥିଲେ ମଧ୍ୟ ଗତ ୨୮୪ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ଶ୍ରୀମନ୍ଦିର ଉପରେ ମୁସଲମାନଙ୍କ ଆକ୍ରମଣ ବେଳେ ୧୭୩୬ ମସିହାରେ କେବଳ ରଥଯାତ୍ରା ବନ୍ଦ ହୋଇଥିଲା। ଏହାପରେ କେବେ ବି ରଥଯାତ୍ରା ବନ୍ଦ ହୋଇନାହିଁ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଥଯାତ୍ରା କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା।

ରଥଯାତ୍ରା ଲାଗି ଏପ୍ରିଲ ୨୬ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ବିଧି ରହିଛି। ସେଥିପାଇଁ ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଆଗୁଆ ‘କରୋନା’ ଟେଷ୍ଟ କରାଯାଇ ସ୍ୱତନ୍ତ୍ର ଆଇସୋଲେସନରେ ରଖି ରଥ ନିର୍ମାଣ କରାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ସେମାନଙ୍କ କର୍ମସ୍ଥଳରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବା ଉଚିତ। ଏହାସହ ପ୍ରବେଶ ଓ ପ୍ରସ୍ଥାନ ଉପରେ କଡ଼ା ନଜର ବ୍ୟବସ୍ଥା ହେବ। ରଥ ନିର୍ମାଣ ଶେଷ ପରେ ପୁଣି ଏମାନଙ୍କର ‘କରୋନା’ ଟେଷ୍ଟ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି।

ଅନ୍ୟ ପ୍ରସ୍ତାବଗୁଡ଼ିକ ହେଲା, ସମସ୍ତ ସେବାୟତ ଓ ପୁଲିସ ମିଶି ପ୍ରାୟ ୧୫୦୦ ଜଣଙ୍କୁ ରଥ ଟଣାରେ ନିୟୋଜନ କରାଯାଉ। ଏଣୁ ଏମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ‘କରୋନା’ ଟେଷ୍ଟ କରାଯିବା ସହ ଏବେଠାରୁ ଆଇସୋଲେସନ୍‌ରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ପରେ ପୁଣି ରଥଯାତ୍ରା ପୂର୍ବରୁ ‘କରୋନା’ ଟେଷ୍ଟ କରାଯାଇ ରଥ ଟାଣିବାକୁ ଅନୁମତି ପ୍ରଦାନ କରାଯାଉ। ଏହାସହ ମନ୍ଦିରର ସମସ୍ତ ସେବାୟତଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯିବ ଯେ, ସେମାନେ ନିଜ ଘରେ କୌଣସି ଶ୍ରଦ୍ଧାଳୁଙ୍କୁ ରଖି ପାରିବେ ନାହିଁ କି ତାଙ୍କ ପରିବାର ଲୋକେ ରଥଯାତ୍ରା ବେଳେ ବାହାରେ ବୁଲି ପାରିବେ ନାହିଁ। କେବଳ ପୂର୍ବ ଚିହ୍ନିତ ବ୍ୟକ୍ତିଙ୍କ ଛଡ଼ା ପୁରୀ ରାସ୍ତାରେ ଅନ୍ୟ କୌଣସି ବୁଲି ପାରିବେ ନାହିଁ। ମନ୍ଦିର ଓ ମହାପ୍ରଭୁଙ୍କ ସେବା ସହ ସଂପୃକ୍ତ ଧାର୍ମିକ ଅନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଅନୁଷ୍ଠାନ ବା ସଂସ୍ଥା ରଥଯାତ୍ରାରୁ ଦୂରେଇ ରହିବେ। ପୁରୀର ସମସ୍ତ ହୋଟେଲ, ଲଜ, ମଠ, ଆଶ୍ରମରେ ଯାତ୍ରୀ ରହିପାରିବେ ନାହିଁ। ଜୁନ ଆରମ୍ଭରୁ ନିଷେଧାଦେଶ ଜାରି କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

ସେହିପରି ରଥଯାତ୍ରାରେ ସାଧାରଣ ଲୋକଙ୍କ ଭାଗିଦାରୀ ରହିବ ନାହିଁ ବୋଲି ସରକାର ଘୋଷଣା କରିବାକୁ ମଧ୍ୟ ପ୍ରସ୍ତାବରେ ରହିଛି। ଏହାଛଡ଼ା ପୁରୀକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ସଂପୂର୍ଣ୍ଣ ବନ୍ଦ ପାଇଁ ଛତିଶା ନିଯୋଗ ପ୍ରସ୍ତାବ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story