ଭୁବନେଶ୍ୱରରେ ସବୁ ଆହାର କେନ୍ଦ୍ର ଖୋଲିଲା

ବାତ୍ୟା ‘ଫୋନି’ରେ ଭୁବନେଶ୍ୱରରେ ଥିବା ସମସ୍ତ ୧୧ଟି ‘ଆହାର’ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜିଠାରୁ ସେଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହୋଇଛି। କ୍ୟାପିଟାଲ୍ ହସ୍‌ପିଟାଲ୍‌, ମାଷ୍ଟର କ୍ୟାଣ୍ଟିନ୍‌ ସ୍କୋୟାର, ନୟାପଲ୍ଲୀ ଓ ଏମ୍‌ସ ପାଖ ଆହାର କେନ୍ଦ୍ର ଖୋଲିଛି।

ahara

Jitendra Garnayak
  • Published: Wednesday, 15 May 2019
  • , Updated: 15 May 2019, 01:49 PM IST

Related story