କ୍ୱାରେଣ୍ଟାଇନରେ ରହିବେ ବିଧାନସଭାର ସମସ୍ତ କର୍ମଚାରୀ: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର ହେବ। ଲୋକସେବା ଭବନ କନଭେନସନ ହଲ୍‌ରେ ଏବେ ହେବ ବିଧାନସଭା କାର୍ଯ୍ୟ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ ହଲ୍‌ରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରାଜ୍ୟରେ ତୃତୀୟ ‘କରୋନା’ ପଜିଟିଭଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ତେଣୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସେ କହିଛନ୍ତି। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବା […]

Surya Narayan Patra

Surya Narayan Patra

Manoranjan Sial
  • Published: Friday, 27 March 2020
  • Updated: 27 March 2020, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର ହେବ। ଲୋକସେବା ଭବନ କନଭେନସନ ହଲ୍‌ରେ ଏବେ ହେବ ବିଧାନସଭା କାର୍ଯ୍ୟ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ ହଲ୍‌ରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରାଜ୍ୟରେ ତୃତୀୟ ‘କରୋନା’ ପଜିଟିଭଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ତେଣୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସେ କହିଛନ୍ତି।

ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବା ଦରକାର। ସେଥିପାଇଁ ବିଧାନସଭା କୋଠାରେ ବିଧାନସଭା ନକରିବାକୁ ନିଷ୍ପତ୍ତି ନିଆଯାଇଛି। କନଭେନସନ ହଲ୍‌ରେ ୨ ମିଟର ଅନ୍ତରରେ ବିଧାୟକ ବସିବେ। କେତେ ବିଧାୟକ ବିଧାନସଭା ଆସିବେ, ସେନେଇ ନେତାମାନଙ୍କୁ କୁହାଯାଇଛି। ସେମାନଙ୍କ ୩୦% ବିଧାୟକଙ୍କୁ ବିଧାନସଭାକୁ ଆଣିବାକୁ କୁହାଯାଇଛି ବୋଲି ବାଚସ୍ପତି କହିଛନ୍ତି।

ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ କେବଳ ୩୦ ତାରିଖରେ ବିଧାନସଭା ବସିବ। ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story