୫ ମାସ ପରେ ଆଜି ଖୋଲିବ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ମାସ ପରେ ଆଜିଠାରୁ ସମ୍ବଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍। ଓକିଲ ସଂଘ ବୈଠକରେ କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପ୍ଟେମ୍ବର ୫ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଓକିଲମାନେ ସରକାରୀ ଅଫିସ ଗୁଡିକୁ ବନ୍ଦ ରଖିଥିଲେ। ଫଳରେ ୫ ମାସ ଧରି ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଥିଲା […]

sambalpur

sambalpur

Jitendra Garnayak
  • Published: Tuesday, 19 February 2019
  • Updated: 19 February 2019, 09:01 AM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ମାସ ପରେ ଆଜିଠାରୁ ସମ୍ବଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍। ଓକିଲ ସଂଘ ବୈଠକରେ କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପ୍ଟେମ୍ବର ୫ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଓକିଲମାନେ ସରକାରୀ ଅଫିସ ଗୁଡିକୁ ବନ୍ଦ ରଖିଥିଲେ। ଫଳରେ ୫ ମାସ ଧରି ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଥିଲା

ତେବେ ରାଜ୍ୟ ସରକାର ବଜେଟରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ୫କୋଟି ବ୍ୟୟ ବରାଦ କରିବା ପରେ ଓକିଲ ସଂଘ ନରମିଛି। ସରକାରୀ କାର୍ଯ୍ୟରେ ଅଚଳାବସ୍ଥାକୁ ଦେଖି ବିଭିନ୍ନ ନାଗରିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଓକିଲ ସଂଘକୁ ଚିଠି ଲେଖା ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ସରକାରୀ ଅଫିସ ଆଉ ବନ୍ଦ ନ କରିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story