ଆଜି କଟକର ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି କଟକ ସହରର ସମସ୍ତ ସ୍କୁଲ ଓ କଲେଜରେ ପାଠପଢା ବନ୍ଦ ରଖାଯାଇଛି। କଟକ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।

School-

Tapaswini Nayak
  • Published: Thursday, 06 September 2018
  • , Updated: 06 September 2018, 02:25 AM IST

କଟକ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି କଟକ ସହରର ସମସ୍ତ ସ୍କୁଲ ଓ କଲେଜରେ ପାଠପଢା ବନ୍ଦ ରଖାଯାଇଛି। କଟକ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି।

ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।

Related story