ଏଥର ଏମାନେ ଯିବେ ବିଧାନସଭା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ଏଥର ବି ବାଜି ମାରିଛି ବିଜେଡି। ଦଳ ପୁଣି ରାଜ୍ୟରେ ସରକାର ଗଢ଼ିବ। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଗତ ବିଧାନସଭା ନିର୍ବାଚନରେ ୧୧୭ ଆସନ ପାଇଥିବେ ବିଜେଡି ଏଥର ୧୧୨ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ୨୩ଟି ଆସନ ହାତେଇ ଥିବା ବେଳେ କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦଳ ୨ଟି […]

assembly

assembly

Jitendra Garnayak
  • Published: Friday, 24 May 2019
  • Updated: 24 May 2019, 03:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ଏଥର ବି ବାଜି ମାରିଛି ବିଜେଡି। ଦଳ ପୁଣି ରାଜ୍ୟରେ ସରକାର ଗଢ଼ିବ। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।

ଗତ ବିଧାନସଭା ନିର୍ବାଚନରେ ୧୧୭ ଆସନ ପାଇଥିବେ ବିଜେଡି ଏଥର ୧୧୨ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ୨୩ଟି ଆସନ ହାତେଇ ଥିବା ବେଳେ କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇଛନ୍ତି।

ତା’ହେଲେ ଆସନ୍ତୁ ଜାଣିବା ଏଥର ୧୪୬ ବିଧାନସଭା ଆସନରୁ କିଏ କେଉଁ ଆସନରେ ବିଜୟୀ ହେଲେ। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ପାଟକୁରାରେ ନିର୍ବାଚନ ହୋଇନି। ଏଠି ପରେ ନିର୍ବାଚନ ହେବ।

-ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇଛନ୍ତି। ସେ ବିଜେପିର ସନତ ଗଡ଼ତିଆଙ୍କୁ ୫୬, ୫୩୩ ଭୋଟ୍‌ରେ ହରାଇଛନ୍ତି।
-ବିଞ୍ଝାରପୁରରେ ବିଜେଡିର ପ୍ରମିଳା ମଲ୍ଲିକ ଜିତିଛନ୍ତି।
-ବୀରମିତ୍ରପୁରରେ ବିଜେପିର ଶଙ୍କର ଓରାମ ବିଜୟୀ ହୋଇଛନ୍ତି।
-ବୀରମହାରାଜପୁରରେ ବିଜେଡିର ପଦ୍ମନାଭ ବେହେରା ବିଜେପିର ରଘୁନାଥ ଜଗଦଲାଙ୍କୁ ୧୨ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ବିଷମକଟକରେ ବିଜେଡିର ଜଗନ୍ନାଥ ସାରକା କଂଗ୍ରେସର ନୀଳମାଧବ ହିକକାଙ୍କୁ ୧୩, ୫୩୫ ଭୋଟ୍‌ରେ ହରାଇଲେ।
- ବଲାଙ୍ଗିରରେ କଂଗ୍ରେସର ନରସିଂହ ମିଶ୍ର ବିଜୟୀ। ସେ ବିଜେଡିର ଅର୍କେଶ ନାରାୟଣ ସିଂହଦେଓଙ୍କୁ ହରାଇଛନ୍ତି।
- ବଣାଇରେ ସିପିଏମ୍‌ର ଲକ୍ଷ୍ମଣ ମୁଣ୍ଡା ବିଜୟୀ।
- ବୌଦ୍ଧରେ ବିଜେଡିର ପ୍ରଦୀପ ଅମାତ ବିଜୟୀ। ସେ ବିଜେପିର ସୁଶାନ୍ତ ପ୍ରଧାନଙ୍କୁ ୧୦, ୪୮୪ ଭୋଟ୍‌ରେ ହରାଇଲେ।
- ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ। ସେ ବିଜେଡିର ସଞ୍ଜୟ ଦାସବର୍ମାଙ୍କୁ ହରାଇଲେ।
- ବ୍ରହ୍ମପୁରରେ ବିଜେଡିର ବିକ୍ରମ ପଣ୍ଡା ବିଜୟୀ। ସେ ବିଜେପିର କାହ୍ନୁ ପତିଙ୍କୁ ୩୩ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ବ୍ରଜରାଜନଗରରେ ବିଜେଡିର କିଶୋର ମହାନ୍ତି ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି।
- ଚମ୍ପୁଆରେ ବିଜେଡିର ମିନାକ୍ଷୀ ମହାନ୍ତ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟ୍‌ରେ ହରାଇଛନ୍ତି।
- ଚାନ୍ଦବାଲିରେ ବିଜେଡିର ବ୍ୟୋମକେଶ ରାୟ ବିଜୟୀ ହୋଇଛନ୍ତି। ସେ ବିଜେପିର ମନମୋହନ ସାମଲଙ୍କୁ ୭ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ଛତ୍ରପୁରରେ ବିଜେଡିର ସୁବାସ ବେହେରା ବିଜୟୀ ହୋଇଛନ୍ତି। ସେ ବିଜେପିର ପ୍ରଶାନ୍ତ କରଙ୍କୁ ୨୧, ୨୧୨ ଭୋଟ୍‌ରେ ହରାଇଛନ୍ତି।
- ଛେଣ୍ଡିପଦାରେ ବିଜେଡିର ସୁଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ସେ ବିଜେପିର ଅଗସ୍ତି ବେହେରାଙ୍କୁ ହରାଇଛନ୍ତି।
- ଚିକିଟିରେ ବିଜେଡିର ଉଷା ଦେବୀ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ପରାସ୍ତ କରିଛନ୍ତି।
- ଚିଲିକାରେ ବିଜେଡିର ପ୍ରଶାନ୍ତ ଜଗଦ୍ଦେବ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କୁ ୧୦, ୮୯୧ ଭୋଟ୍‌ରେ ହରାଇଛନ୍ତି।
- ଚିତ୍ରକୋଣ୍ଡାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ୩୦୧୨ ଭୋଟରେ ହରାଇଛନ୍ତି।
- ଚୌଦ୍ୱାର-କଟକରେ ବିଜେଡିର ସୌଭିକ ବିଶ୍ୱାଳ ବିଜୟୀ ହୋଇଛନ୍ତି। ସେ ବିଜେପିର ନୟନ କିଶୋର ମହାନ୍ତିଙ୍କୁ ପରାସ୍ତ କରିଛନ୍ତି।
- କଟକ ସଦରରେ ବିଜେଡିର ଚନ୍ଦ୍ରସାରଥୀ ବେହେରା ବିଜୟୀ ହୋଇଛନ୍ତି। ସେ ବିଜେପିର ଦିଲୀପ ମଲ୍ଲିକଙ୍କୁ ୨୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।
- ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀଙ୍କୁ ୭୩୯୨ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ଦଶପଲ୍ଲାରେ ବିଜେଡିର ରମେଶ ବେହେରା ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୪, ୮୨୧ ଭୋଟ୍‌ରେ ହରାଇଛନ୍ତି।
- ଦେବଗଡ଼ରେ ବିଜେପିର ସୁବାସ ପାଣିଗ୍ରାହୀ ଜିତିଛନ୍ତି। ସେ ବିଜେଡିର ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ୬,୭୪୯ ଭୋଟ୍‌ରେ ହରାଇଛନ୍ତି।
- ଧାମନଗର ବିଧାନସଭା ଆସନରେ ବିଜେପିର ବିଷ୍ଣୁ ଚରଣ ସେଠୀ ବିଜୟୀ ହୋଇଛନ୍ତି।
- ଧର୍ମଗଡ଼ରେ ବିଜେଡିର ମହୋଷଧୀ ବାଗ ବିଜୟୀ ହୋଇଛନ୍ତି। ସେ ବିଜେପିର ଅନନ୍ତ ପ୍ରତାପ ଦେଓଙ୍କୁ ପରାସ୍ତ କରିଛନ୍ତି।
- ଧର୍ମଶାଳାରେ ବିଜେଡିର ପ୍ରଣବ ବଳବନ୍ତରାୟ ବିଜୟୀ ହୋଇଛନ୍ତି।
- ଢେଙ୍କାନାଳରେ ବିଜେଡିର ସୁଧିର ସାମଲ ବିଜୟୀ ହୋଇଛନ୍ତି। ସେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦, ୭୫୨ ଭୋଟ୍‌ରେ ହରାଇଛନ୍ତି।
- ଦିଗପହଣ୍ଡିରୁ ବିଜେଡିର ସୂର୍ଯ୍ୟ ପାତ୍ର ଜିତିଛନ୍ତି। ସେ ବିଜେପିର ପିଙ୍କି ପ୍ରଧାନଙ୍କୁ ୪୦,୪୭୩ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ଭୁବନେଶ୍ୱର ଏକାମ୍ରରୁ ବିଜେଡିର ଅଶୋକ ପଣ୍ଡା ଜିତିଛନ୍ତି। ସେ ବିଜେପିର ବାବୁ ସିଂଙ୍କୁ ୨୭, ୭୩୭ ଭୋଟ୍‌ରେ ହରାଇଛନ୍ତି।
- ଜି.ଉଦୟଗିରିରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କୁ ହରାଇଛନ୍ତି।
- ଘସିପୁରା ବିଧାନସଭାରେ ବିଜେଡିର ବଦ୍ରି ନାରାୟଣ ପାତ୍ର ଜିତିଛନ୍ତି। ସେ କଂଗ୍ରେସର ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ଗୋପାଳପୁରରେ ବିଜେଡିର ପ୍ରଦୀପ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ସେ ବିଜେପିର ବିଭୂତି ଜେନାଙ୍କୁ ହରାଇଛନ୍ତି।
- ଗୁଣପୁରରେ ବିଜେଡିର ରଘୁନାଥ ଗମାଙ୍ଗ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗଙ୍କୁ ୬,୨୭୦ ଭୋଟ୍‌ରେ ହରାଇଛନ୍ତି।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭାରୁ ବିଜୟୀ ହୋଇଛନ୍ତି। ସେ ବିଜେପିର ପୀତାମ୍ବର ଆଚାର୍ଯ୍ୟଙ୍କୁ ୫୯, ୨୩୦ ଭୋଟ୍‌ରେ ହରାଇଛନ୍ତି।
- ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ ବିଜେପିର ଅଶୋକ ନାୟକଙ୍କୁ ୧୯, ୧୨୧ ଭୋଟ୍‌ରେ ହରାଇଛନ୍ତି।
- ଜଗତସିଂହପୁରରେ ବିଜେଡିର ପ୍ରଶାନ୍ତ ମୁଦୁଲି ବିଜୟୀ। ସେ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳଙ୍କୁ ହରାଇଛନ୍ତି।
- ଯାଜପୁର ବିଧାନସଭାରେ ବିଜେଡିର ପ୍ରଣବ ପ୍ରକାଶ ଦାସ ବିଜୟୀ ହୋଇଛନ୍ତି। ବିଜେପିର ଗୌତମ ରାୟଙ୍କୁ ୪୦, ୬୯୦ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ଜଳେଶ୍ୱରରେ ବିଜେଡିର ଅଶ୍ୱିନୀ ପାତ୍ର ବିଜେପିର ଜୟନାରାୟଣ ମହାନ୍ତିଙ୍କୁ ୩୦ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ଯଶୀପୁରରେ ବିଜେପିର ଗଣେଶରାମ ଖୁଣ୍ଟିଆ ବିଜେଡିର ଗୋଲକ ନାୟକଙ୍କୁ ୮, ୨୩୭ ଭୋଟ୍‌ରେ ହରାଇଛନ୍ତି।
- ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟ ବିଜେଡିର ବିଭୂତି ବଳବନ୍ତରାୟଙ୍କୁ ୭,୪୬୨ ଭୋଟ୍‌ରେ ହରାଇଛନ୍ତି।
- ଜୟଦେବରେ ବିଜେଡିର ଅରବିନ୍ଦ ଢାଲି ସ୍ୱାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକଙ୍କୁ ହରାଇଛନ୍ତି।
- ଜୟପୁର ବିଧାନସଭା ଆସନରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ପୁଣି ବିଜୟୀ ହୋଇଛନ୍ତି। ସେ ବିଜେଡିର ରବି ନନ୍ଦଙ୍କୁ ୫, ୪୩୯ ଭୋଟ୍‌ରେ ହରାଇଛନ୍ତି।
- ଝରିଗାଁରେ ବିଜେଡିର ପ୍ରକାଶ ମାଝୀ କଂଗ୍ରେସର ଉଲଧର ମାଝୀଙ୍କୁ ୩୧,୨୭୫ ଭୋଟ୍‌ରେ ହରାଇଛନ୍ତି।
- ଝାରସୁଗୁଡ଼ାରେ ବିଜେଡିର ନବ ଦାସ ବିଜେପିର ଦୀନେଶ ଜୈନଙ୍କୁ ୪୫, ୫୮୬ ଭୋଟ୍‌ରେ ହରାଇଛନ୍ତି।
- ଜୁନାଗଡ଼ରେ ବିଜେଡିର ଦିବ୍ୟଶଙ୍କର ମିଶ୍ର ବିଜେପିର ମନୋଜ ମେହେରଙ୍କୁ ପରାସ୍ତ କରିଛନ୍ତି।
- କବିସୂର୍ଯ୍ୟନଗରରେ ବିଜେଡିର ଲତିକା ପ୍ରଧାନ ବିଜେପିର ରଞ୍ଜନ ପୋଲାଇଙ୍କୁ ୪୮, ୩୮୫ ଭୋଟରେ ହରାଇଛନ୍ତି।
- କାକଟପୁରରେ ବିଜେଡିର ତୁଷାରକାନ୍ତି ବେହେରା ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ବିଶ୍ୱଭୂଷଣ ଦାସଙ୍କୁ ପରାସ୍ତ କରିଛନ୍ତି।
- କାମାକ୍ଷାନଗରରେ ବିଜେଡିର ପ୍ରଫୁଲ୍ଲ ମଲ୍ଲିକ ପୁଣି ଜିତିଛନ୍ତି। ସେ ବିଜେପିର ଶତ୍ରୁଘ୍ନ ଜେନାଙ୍କୁ ୧୬, ୫୦୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।
- କଣ୍ଟାବାଞ୍ଜିରେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇଛନ୍ତି। ସେ ବିଜେପିର ଲକ୍ଷ୍ମଣ ବାଗଙ୍କୁ ୧୨୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।
- କଣ୍ଟାମାଳରେ ବିଜେଡିର ମହିଧର ରଣା ବିଜୟୀ ହୋଇଛନ୍ତି। ସେ ବିଜେପିର କହ୍ନେଇ ଡାଙ୍ଗଙ୍କୁ ୩୬୫୦ ଭୋଟ୍‌ରେ ପରାସ୍ତ କରିଛନ୍ତି।
- କରଞ୍ଜିଆରେ ବିଜେଡିର ବାସନ୍ତି ହେମ୍ବ୍ରମ ବିଜୟୀ ହୋଇଛନ୍ତି। ସେ ବିଜେପିର ପଦ୍ମଚରଣ ହାଇବ୍ରୁଙ୍କୁ ୮୯୫୪ ଭୋଟରେ ହରାଇଛନ୍ତି।
- କେନ୍ଦ୍ରାପଡ଼ାରେ ବିଜେଡିର ଶଶିଭୂଷଣ ବେହେରା ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।
- କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ପରାସ୍ତ କରିଛନ୍ତି।
- ଖଲ୍ଲିକୋଟରେ ବିଜେଡିର କେଏସ୍ ବୈଦ୍ୟ ବିଜେପିର ଭାରତୀ ବେହେରାଙ୍କୁ ୪୦, ୮୪୦ ଭୋଟ୍‌ରେ ହରାଇଛନ୍ତି।
- ଖଡ଼ିଆଳରେ କଂଗ୍ରେସର ଅଧତ୍ରାଜ ମୋହନ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ସେ ବିଜେଡିର ଲମ୍ବୋଧର ନିଆଲଙ୍କୁ ୨,୮୫୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ଖଣ୍ଡପଡ଼ାରେ ବିଜେଡିର ସୌମ୍ୟରଞ୍ଜନ ପଟ୍ଟନାୟକ ୮୧, ୩୪୭ ଭୋଟରେ ବିଜୟୀ ହୋଇଛନ୍ତି।
- ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜୟୀ ହୋଇଛନ୍ତି। ସେ ବିଜେପିର କାଳୁ ଖଣ୍ଡାୟତରାୟଙ୍କୁ ୧୦, ୪୪୭ ଭୋଟ୍‌ରେ ପରାସ୍ତ କରିଛନ୍ତି।
-କୋରାପୁଟରେ ବିଜେଡିର ରଘୁରାମ ପୋଡ଼ାଲ କଂଗ୍ରେସର କୃଷ୍ଣଚନ୍ଦ୍ର କୁଲଦୀପଙ୍କୁ ୬,୨୨୪ ଭୋଟ୍‌ରେ ହରାଇଛନ୍ତି।
- କୋରେଇରେ ବିଜେଡିର ଅଶୋକ ବଳ ବିଜୟୀ ହୋଇଛନ୍ତି।
- କାଟପାଡରେ ବିଜେଡିର ପଦ୍ମିନୀ ଦିଆନ ଜିତିଛନ୍ତି। ସେ କଂଗ୍ରେସର ଚନ୍ଦ୍ରଶେଖର ମାଝୀଙ୍କୁ ୨,୭୦୭ ଭୋଟ୍‌ରେ ହରାଇଛନ୍ତି।
- କୁଚିଣ୍ଡାରେ ବିଜେଡିର କିଶୋର ନାୟକ ବିଜୟୀ ହୋଇଛନ୍ତି। ସେ ବିଜେପିର ରବି ନାଏକଙ୍କୁ ୩,୬୧୦ ଭୋଟ୍‌ରେ ହରାଇଛନ୍ତି।
- ଲକ୍ଷ୍ମୀପୁରରେ ବିଜେଡିର ପ୍ରଭୁ ଜାନୀ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ୨୨୯ ଭୋଟ୍‌ରେ ହରାଇଛନ୍ତି।
- ଲାଞ୍ଜିଗଡ଼ରେ ବିଜେଡିର ପ୍ରଦୀପ ଦିସାରୀ କଂଗ୍ରେସର ଶିବାଜୀ ମାଝୀଙ୍କୁ ହରାଇଛନ୍ତି।
- ଲୋଇସିଂହାରେ ବିଜେପିର ମୁକେଶ ମହାଲିଙ୍ଗ ବିଜେଡିର ପ୍ରଦୀପ ବେହେରାଙ୍କୁ ପରାସ୍ତ କରିଛନ୍ତି।
- ମହାକାଳପଡ଼ାରେ ବିଜେଡିର ଅତନୁ ସବ୍ୟସାଚୀ ନାୟକ ବିଜେପିର ବିଜୟ ପ୍ରଧାନଙ୍କୁ ହରାଇଛନ୍ତି।
- ମାହାଙ୍ଗାରେ ବିଜେଡିର ପ୍ରତାପ ଜେନା ବିଜୟୀ ହୋଇଛନ୍ତି। ସେ ବିଜେପିର ସାରଦା ପ୍ରଧାନଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।
- ମାଲକାନଗିରିରେ ବିଜେପିର ଆଦିତ୍ୟ ମାଢ଼ି ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମାଲା ମାଢ଼ିଙ୍କୁ ୨୫,୩୭୮ଟି ଭୋଟ୍‌ରେ ପରାସ୍ତ କରିଛନ୍ତି।
-ମୋହନାରେ କଂଗ୍ରେସର ଦାଶରଥୀ ଗମାଙ୍ଗ ବିଜୟୀ ହୋଇଛନ୍ତି। ସେ ବିଜେଡିର ପୂର୍ଣ୍ଣବାସୀ ନାୟକଙ୍କୁ ୩,୨୨୩ ଭୋଟରେ ହରାଇଛନ୍ତି।
- ମୋରଡ଼ାରେ ବିଜେଡିର ରାଜକିଶୋର ଦାସ ବିଜୟୀ ହୋଇଛନ୍ତି। ସେ ବିଜେପିର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ୬,୯୪୬ ଭୋଟରେ ପରାସ୍ତ କରିଛନ୍ତି।
- ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ନର୍ଲାରେ ବିଜେଡିର ଭୂପିନ୍ଦର ସିଂହ କଂଗ୍ରେସର ଅନିରୁଦ୍ଧ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି।
- ନୟାଗଡ଼ରେ ବିଜେଡିର ଅରୁଣ ସାହୁ ବିଜେପିର ଇରାନୀ ରାୟଙ୍କୁ ୧୫ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟ୍‌ରେ ହରାଇଛନ୍ତି।
- ନୀଳଗିରିରେ ବିଜେପିର ସୁକାନ୍ତ ନାୟକ ବିଜେଡିର ସନ୍ତୋଷ ଖଟୁଆଙ୍କୁ ୧,୫୭୭ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ନିମାପଡ଼ାରେ ବିଜେଡିର ସମୀର ରଂଜନ ଦାଶ ବିଜେପିର ପ୍ରଭାତି ପରିଡ଼ାଙ୍କୁ ପରାସ୍ତ କରିଛନ୍ତି।
- ନୂଆପଡ଼ାରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଛନ୍ତି।
- ପଦ୍ମପୁରରେ ବିଜେଡିର ବିଜୟ ରଂଜନ ସିଂବରିହା ବିଜୟୀ ହୋଇଛନ୍ତି। ବିଜେପିର ପ୍ରଦୀପ ପୁରୋହିତଙ୍କୁ ୬,୩୫୫ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ପାଲଲହଡ଼ାରେ ବିଜେଡିର ମୁକେଶ ପାଲ ବିଜୟୀ ହୋଇଛନ୍ତି। ସେ ବିଜେପିର ଅଶୋକ ମହାନ୍ତିଙ୍କୁ ୬,୨୧୪ ଭୋଟ୍‌ରେ ହରାଇଛନ୍ତି।
- ପାରାଦୀପରେ ବିଜେଡିର ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ବାପି ସର୍ଖେଲଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।
- ପାରଳାଖେମୁଣ୍ଡିରେ ବିଜେପିର କେ. ନାରାୟଣ ରାଓ ବିଜୟୀ ହୋଇଛନ୍ତି। ସେ ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କୁ ୧୫, ୨୦୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।
-ପରଜଙ୍ଗରେ ବିଜେଡିର ନୃସିଂହ ସାହୁ ବିଜୟୀ ହୋଇଛନ୍ତି। ସେ ବିଜେପିର ବିଭୂତି ପ୍ରଧାନଙ୍କୁ ୭୪୦ ଭୋଟ୍‌ରେ ହରାଇଛନ୍ତି।
-ଫୁଲବାଣୀରେ ବିଜେଡିର ଅଙ୍ଗଦ କହଁର ୨୪, ୧୬୩ ଖଣ୍ଡ ଭୋଟ୍‌ରେ ବିଜେପିର ଦେବ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି।
-ପିପିଲିରେ ବିଜେଡିର ପ୍ରଦୀପ ମହାରଥୀ ବିଜୟୀ।
-ପୋଲସରାରେ ବିଜେଡିର ଶ୍ରୀକାନ୍ତ ସାହୁ ବିଜୟୀ ହୋଇଛନ୍ତି। ସେ ବିଜେପିର ଗୋକୁଳାନନ୍ଦ ମଲ୍ଲିକଙ୍କୁ ୧୧, ୨୬୭ ଭୋଟ୍‌ରେ ହରାଇଛନ୍ତି।
- ପଟାଙ୍ଗିରେ ବିଜେଡିର ପ୍ରୀତମ ପାଢ଼ୀ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ରାମଚନ୍ଦ୍ର କାଡ଼ାମଙ୍କୁ ୪,୧୯୯ ଭୋଟ୍‌ରେ ହରାଇଛନ୍ତି।
-ପୁରୀରେ ବିଜେପିର ଜୟନ୍ତ ଷଡ଼ଙ୍ଗୀ ବିଜୟୀ। ସେ ବିଜେଡିର ମହେଶ୍ୱର ମହାନ୍ତିଙ୍କୁ ୪ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ରଘୁନାଥପାଲୀରେ ବିଜେଡିର ସୁବ୍ରତ ତରାଇ ବିଜୟୀ।
- ରାଇରଙ୍ଗପୁର ବିଧାନସଭାରେ ବିଜେପିର ନବଚରଣ ମାଝୀ ବିଜୟୀ। ସେ ବିଜେଡିର ବାସନ୍ତୀ ମାରାଣ୍ଡିଙ୍କୁ ୩,୨୭୨ ଭୋଟରେ ପରାସ୍ତ କରିଛନ୍ତି।
- ରାଜନଗରରେ ବିଜେଡିର ଧ୍ରୁବ ସାହୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।
- ରାଜଗାଙ୍ଗପୁର ବିଧାନସଭାରେ କଂଗ୍ରେସର ସିଏସ୍ ରାଜନ ବିଜୟୀ। ସେ ବିଜେଡିର ମଙ୍ଗଳା କିଷାନଙ୍କୁ ପରାସ୍ତ କରିଛନ୍ତି।
- ରଣପୁରରେ ବିଜେଡିର ସତ୍ୟନାରାୟଣ ପ୍ରଧାନ ବିଜୟୀ ହୋଇଛନ୍ତି। ସେ ବିଜେପିର ସୁରମା ପାଢ଼ୀଙ୍କୁ ପରାସ୍ତ କରିଛନ୍ତି।
- ରାୟଗଡ଼ାରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟୀ ହୋଇଛନ୍ତି। ସେ ବିଜେଡିର ଲାଲବିହାରୀ ହିମିରିକାଙ୍କୁ ୪,୮୩୮ ଭୋଟ୍‌ରେ ହରାଇଛନ୍ତି।
- ରେଢ଼ାଖୋଲରେ ବିଜେଡିର ରୋହିତ ପୂଜାରୀ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଆସଫ ଅଲ୍ଲୀ ଖାନଙ୍କୁ ୧୪, ୬୬୫ ଭୋଟରେ ହରାଇଛନ୍ତି।
- ରେମୁଣା ବିଜେଡିର ସୁଧାଂଶୁ ପରିଡ଼ା ବିଜୟୀ ହୋଇଛନ୍ତି।
- ରେଙ୍ଗାଲିରେ ବିଜେପିର ନାଉରୀ ନାଏକ ବିଜୟୀ ହୋଇଛନ୍ତି। ସେ ବିଜେଡିର ରୀନା ତନ୍ତୀଙ୍କୁ ୬,୭୪୩ ଭୋଟରେ ପରାସ୍ତ କରିଛନ୍ତି।
-ରାଉରକେଲାରେ ବିଜେଡିର ସାରଦା ନାୟକ ବିଜୟୀ ହୋଇଛନ୍ତି।
- ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ୩୦ ହଜାରରୁ ଅଧିକ ଭୋଟରେ ପ୍ରକାଶ ବେହେରାଙ୍କୁ ପରାସ୍ତ କରିଛନ୍ତି।
- ସମ୍ବଲପୁରରେ ବିଜେପିର ଜୟନାରାୟଣ ମିଶ୍ର ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ୪,୨୯୬ ଭୋଟରେ ହରାଇଛନ୍ତି।
- ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍‌ରେ ପରାସ୍ତ କରିଛନ୍ତି।
- ସାରସକଣାରେ ବିଜେପିର ବୁଧାନ ମୁର୍ମୁ ବିଜୟୀ ହୋଇଛନ୍ତି। ବିଜେଡିର ଅମର ସିଂ ଟୁଡୁଙ୍କୁ ସେ ପରାସ୍ତ କରିଛନ୍ତି।
- ବିଜେଡିର ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀରୁ ବିଜୟୀ ହୋଇଛନ୍ତି। ସେ ବିଜେପିର ଓମ୍ ପ୍ରକାଶ ମିଶ୍ରଙ୍କୁ ପରାସ୍ତ କରିଛନ୍ତି।
- ସୋନପୁରରେ ବିଜେଡିର ନିରଞ୍ଜନ ପୂଜାରୀ ବିଜୟୀ ହୋଇଛନ୍ତି। ବିଜେପିର ଅଶୋକ ପୂଜାରୀଙ୍କୁ ୨୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।
- ସୋରରେ ବିଜେଡିର ପର୍ଶୁରାମ ଧଡ଼ା ବିଜୟୀ ହୋଇଛନ୍ତି।
- ସୁକିନ୍ଦାରେ ବିଜେଡିର ପ୍ରୀତିରଞ୍ଜନ ଘଡ଼ାଇ ଜିତିଛନ୍ତି। ସେ ବିଜେପିର ପ୍ରଦୀପ ବଳସାମନ୍ତଙ୍କୁ ୧୬, ୭୩୦ ଭୋଟରେ ହରାଇଛନ୍ତି।
- ସୁନ୍ଦରଗଡ଼ରେ ବିଜେପିର କୁସୁମ ଟେଟେ ବିଜୟୀ ହୋଇଛନ୍ତି। ସେ ବିଜେଡିର ଯୋଗେଶ ସିଂହଙ୍କୁ ପରାସ୍ତ କରିଛନ୍ତି।
- ସୋରଡ଼ାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଛନ୍ତି। ସେ ବିଜେପିର ନୀଳମଣି ବିଷୋୟୀଙ୍କୁ ପରାସ୍ତ କରିଛନ୍ତି।
- ତାଳଚେରରେ ବିଜେଡିର ବ୍ରଜ କିଶୋର ପ୍ରଧାନ ବିଜେପିର କାଳିନ୍ଦୀ ସାମଲଙ୍କୁ ୨୪, ୧୦୨ ଭୋଟ୍‌ରେ ପରାସ୍ତ କରିଛନ୍ତି।
-ତଳସରାରେ ବିଜେପିର ଭବାନୀ ଭୋଇ ବିଜୟୀ ହୋଇଛନ୍ତି। ସେ ବିଜେଡିର ଷ୍ଟିଫେନ ସୋରେନଙ୍କୁ ୧୬ ହଜାର ଭୋଟରେ ପରାସ୍ତ କରିଛନ୍ତି।
- ତିର୍ତ୍ତୋଲ ବିଧାନସଭାରେ ବିଜେଡିର ବିଷ୍ଣୁ ଦାସ ବିଜୟୀ ହୋଇଛନ୍ତି।
- ଟିଟିଲାଗଡ଼ରେ ବିଜେଡିର ଟୁକୁନି ସାହୁ ବିଜୟୀ ହୋଇଛନ୍ତି।
- ଉଦଳାରେ ବିଜେପିର ଭାସ୍କର ମଢ଼େଇ ଜିତିଛନ୍ତି। ସେ ବିଜେଡିର ଶ୍ରୀନାଥ ସୋରେନଙ୍କୁ ୧,୪୧୨ ଭୋଟ୍‌ରେ ପରାସ୍ତ କରିଛନ୍ତି।
-ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଛନ୍ତି। ସେ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟ୍‌ରେ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story