ଆମ୍ବୁଲାନ୍ସ ଭଳି ଦମକଳ ପାଇଁ ହେବ ସ୍ୱତନ୍ତ୍ର କରିଡର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ୍ବୁଲାନ୍ସ ଭଳି ଦମକଳ ପାଇଁ ସ୍ୱତନ୍ତ୍ର କରିଡ଼ର ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ଅଗ୍ନିକାଣ୍ଡକୁ ଶୀଘ୍ର ଆୟତ୍ତ କରାଯିବା ସହ ଧନଜୀବନ ରକ୍ଷା କରାଯାଇ ପାରିବ। ଭୁବନେଶ୍ୱରରେ ଆୟୋଜିତ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରୋଧ ଶୀର୍ଷକ କର୍ମଶାଳାରେ ଦମକଳ ଲାଗି ସ୍ୱତନ୍ତ୍ର କରିଡର ସୃଷ୍ଟି କରାଯିବା ଉଫରେ ଗୁରୁତ୍ୱ ଦିଆଯାଇଛି। ଏକବର୍ଷ ମଧ୍ୟରେ ରାଜ୍ୟର ସବୁ ବ୍ଲକରେ ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୮୨ଟି […]

cm

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 03:06 PM IST

ଭୁବନେଶ୍ୱର: ଆମ୍ବୁଲାନ୍ସ ଭଳି ଦମକଳ ପାଇଁ ସ୍ୱତନ୍ତ୍ର କରିଡ଼ର ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ଅଗ୍ନିକାଣ୍ଡକୁ ଶୀଘ୍ର ଆୟତ୍ତ କରାଯିବା ସହ ଧନଜୀବନ ରକ୍ଷା କରାଯାଇ ପାରିବ। ଭୁବନେଶ୍ୱରରେ ଆୟୋଜିତ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରୋଧ ଶୀର୍ଷକ କର୍ମଶାଳାରେ ଦମକଳ ଲାଗି ସ୍ୱତନ୍ତ୍ର କରିଡର ସୃଷ୍ଟି କରାଯିବା ଉଫରେ ଗୁରୁତ୍ୱ ଦିଆଯାଇଛି। ଏକବର୍ଷ ମଧ୍ୟରେ ରାଜ୍ୟର ସବୁ ବ୍ଲକରେ ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୮୨ଟି ଦମକଳ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ବର୍ଷକ ମଧ୍ୟରେ ଆଉ ୫୩ଟି ଦମକଳ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story