ଖର୍ଚ୍ଚ ନ ମିଳିବାରୁ ଶିଶୁକୁ ଡାକ୍ତରଖାନା ଗେଟ୍ ଆଗରେ ଛାଡ଼ି ପଳାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଆନନ୍ଦପୁର(ଓଡ଼ିଶା ରିପୋର୍ଟ): ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନମାନି। ଏକ ଅସୁସ୍ଥ ଶିଶୁର ବାପା, ମା’ଙ୍କୁ ମାଗିଲେ ଲାଞ୍ଚ। ଲାଞ୍ଚ ନ ମିଳିବାରୁ ଡାକ୍ତରଖାନା ଗେଟ୍ ଆଗରେ ଅସୁସ୍ଥ ଶିଶୁ ଓ ତାର ଅଭିଭାବକଙ୍କୁ ଛାଡ଼ି ପଳାଇ ଗଲେ ଆମ୍ବୁଲାନ୍ସ କର୍ମଚାରୀମାନେ। ଟଙ୍କା ନ ମିଳିବାରୁ ଅସୁସ୍ଥ ଶିଶୁର ଅଭିଭାବକଙ୍କୁ ଦୁର୍ବ୍ୟବହାର ବି କଲେ। ଆଜି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଗାଁର ମନୋରଞ୍ଜନ ବେହେରା ନିଜର ୨ ବର୍ଷର ଅସୁସ୍ଥ ଶିଶୁକୁ ଡାକ୍ତରଖାନା ଆଣିବା ନିମନ୍ତେ ୧୦୮ ଆମ୍ବୁଲାନ୍ସର […]

mom

mom

Niranjan Mishra
  • Published: Monday, 09 January 2023
  • Updated: 09 January 2023, 06:36 PM IST

Sports

Latest News

ଆନନ୍ଦପୁର(ଓଡ଼ିଶା ରିପୋର୍ଟ): ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନମାନି। ଏକ ଅସୁସ୍ଥ ଶିଶୁର ବାପା, ମା’ଙ୍କୁ ମାଗିଲେ ଲାଞ୍ଚ। ଲାଞ୍ଚ ନ ମିଳିବାରୁ ଡାକ୍ତରଖାନା ଗେଟ୍ ଆଗରେ ଅସୁସ୍ଥ ଶିଶୁ ଓ ତାର ଅଭିଭାବକଙ୍କୁ ଛାଡ଼ି ପଳାଇ ଗଲେ ଆମ୍ବୁଲାନ୍ସ କର୍ମଚାରୀମାନେ। ଟଙ୍କା ନ ମିଳିବାରୁ ଅସୁସ୍ଥ ଶିଶୁର ଅଭିଭାବକଙ୍କୁ ଦୁର୍ବ୍ୟବହାର ବି କଲେ। ଆଜି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଗାଁର ମନୋରଞ୍ଜନ ବେହେରା ନିଜର ୨ ବର୍ଷର ଅସୁସ୍ଥ ଶିଶୁକୁ ଡାକ୍ତରଖାନା ଆଣିବା ନିମନ୍ତେ ୧୦୮ ଆମ୍ବୁଲାନ୍ସର ସହାୟତା ନେଇଥିବା ବେଳେ ଏଭଳି ଅବ୍ୟବସ୍ଥାର ଶିକାର ହୋଇଛନ୍ତି।

ମନୋରଞ୍ଜନ ଓ ତାଙ୍କ ପତ୍ନୀ ରୀତା ବେହେରା କହିଛନ୍ତି, ୫ ଦିନ ହେବ ଶିଶୁର ଦେହ ଖରାପ ଥିଲା। ତେଣୁ ଡାକ୍ତରଖାନା ଆସିବା ନିମନ୍ତେ ୧୦୮ ଆମ୍ବୁଲାନ୍ସର ସହଯୋଗ ନେଇଥିଲେ। ଭଦ୍ରକ ଜିଲ୍ଲା ବନ୍ତ ଠାରୁ ୧୦୮ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ସେମାନେ ଶିଶୁକୁ ନେଇ ଭଦ୍ରକ ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ। ହେଲେ ସେମାନେ ଭଦ୍ରକ ନ ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଛାଡ଼ି ଦେବେ ବୋଲି କହିଥିଲେ। ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିବାକୁ ଅଳ୍ପ କିଛି ବାଟ ଥିବା ବେଳେ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ଖର୍ଚ୍ଚ ଦେବାକୁ ଟଙ୍କା ନ ଥିବା କହିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଅସମ୍ମାନିତ କରିବା ଭଳି କଥା କହିଥିଲେ। ପରେ ଡାକ୍ତରଖାନା ଆଗରେ ଆମ୍ବୁଲାନ୍ସ ଅଟକାଇ ଦେଇଥିଲେ। ଭିତରକୁ ଯାଇ ହେବନି ବୋଲି କହିଥିଲେ।

ତେଣୁ ପଚାରିପଚାରି ଆସି ଶିଶୁ ଡାକ୍ତରଙ୍କୁ ରୋଗ ଦେଖାଇଥିଲେ। ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ବ୍ୟବହାର ଖୁବ୍ ଖରାପ ଲାଗିଲା ବୋଲି ଏହି ଅଭିଭାବକ କହିଛନ୍ତି।

ନିୟମ ମୁତାବକ, ସରକାରଙ୍କ ୧୦୮ ଆମ୍ବୁଲାନ୍ସର ସହାୟତା ନେଉଥିବା ରୋଗୀଙ୍କ ସମସ୍ତ ପ୍ରକାର ଯତ୍ନ ନେବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିର୍ଦ୍ଦେଶ ରହିଛି। ଘରୁ ରୋଗୀଙ୍କୁ ନେଇ ଡାକ୍ତରଖାନାରେ ଆଡ୍‌ମିସନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଆମ୍ବୁଲାନ୍ସ କର୍ମଚାରୀମାନେ କରିବା କଥା। ହେଲେ ଉତ୍କୋଚ ନ ମିଳିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଗରିବଙ୍କ ଉପରେ ଜୁଲମ ଆରମ୍ଭ କରିଛନ୍ତି। ୧୦୮ ଆମ୍ବୁଲାନ୍ସ ସହାୟତା ବ୍ୟବସ୍ଥାରେ ତ୍ରୁଟି ବିଚ୍ୟୁଟିକୁ ଏହା ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story