ଆଗେଇଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା: ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧାବାଟରେ ଅଟକିଥିବା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ପୁଣି ଆଗେଇଛି । ନୂଆ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଆଜି ପୁରୀରେ ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଗଜପତି ମହାରାଜ, ମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଆମିକସ୍‌ କ୍ୟୁରୀ ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ […]

puri

puri

Manoranjan Sial
  • Published: Saturday, 23 February 2019
  • Updated: 23 February 2019, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧାବାଟରେ ଅଟକିଥିବା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ପୁଣି ଆଗେଇଛି । ନୂଆ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଆଜି ପୁରୀରେ ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଗଜପତି ମହାରାଜ, ମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।

ଆମିକସ୍‌ କ୍ୟୁରୀ ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ବିସ୍ତୃତ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ସଂସ୍କାର ପ୍ରସ୍ତାବର ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ସେବାୟତଙ୍କ ମୁହଁରୁ ସେମାନଙ୍କ ଦାବି ଓ ସମସ୍ୟାକୁ ଶୁଣିଥିଲେ।

ଗତପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରଠାରୁ ଆଉ ଏହାପ୍ରତି ବିଶେଷ ଧ୍ୟାନ ଦେଇନାହାନ୍ତି। ତେବେ ୩ ମୂଳ କ୍ଷେତ୍ରରେ ସଂସ୍କାର ଆସିଲେ ଶ୍ରୀମନ୍ଦିରରେ ଆପେ ଶୃଙ୍ଖଳା ଆସିବ ବୋଲି ଗଜପତି ମତ ଦେଇଛନ୍ତି।

ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର କହିଛନ୍ତି-“ବର୍ତ୍ତମାନ ଶ୍ରୀମନ୍ଦିରରେ ନୀତିକାନ୍ତି ଠିକ୍‌ଠାକ୍‌ ଚାଲିଛି। କିଛି ସେବା ନୀତି ଆହୁରି ଭଲ ହୋଇପାରିବ। ଏଥିନେଇ ଆଲୋଚନା କରାଯାଇଛି। ସବୁ ଦିଗକୁ ନଜରରେ ରଖି ମୁଁ ରିପୋର୍ଟ ଦେବି।”

ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କାହିଁକି ଅସୁବିଧା ଉପୁଜୁଛି ଏବଂ କେଉଁ ପ୍ରସଙ୍ଗରେ ନିଯୋଗମାନଙ୍କ ଅସହମତି ରହୁଛି, ତା’ଉପରେ ବିସ୍ତୃତ ଭାବେ ସମସ୍ତ ପକ୍ଷ ଶୁଣିଥିଲେ ଆମିକସ୍‌କ୍ୟୁରୀ। ତା’ସହ ଶ୍ରୀମନ୍ଦିର ଆଇନ୍‌ରେ ସଂଶୋଧନ ପାଇଁ ଗଠିତ ସବ୍‌-କମିଟି ଯେଉଁ ସବୁ ପ୍ରସ୍ତାବ ଦେଇଛି, ତାହା ଉପରେ ଆଲୋଚନା ହୋଇଥିଲା। ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବା ଦିଗରେ ମଧ୍ୟ ବିଶଦ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।

ମହାପ୍ରଭୁଙ୍କୁ ଦର୍ଶନ ସାରି ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଶ୍ରୀମନ୍ଦିରର ଅନ୍ୟ ସମସ୍ୟା ଗୁଡିକର ବାସ୍ତବ ସ୍ଥିତି ପରଖିଥିଲେ। ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆମିକସ୍‌କ୍ୟୁରୀ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story