ଅମୀୟଙ୍କୁ ଟିକେଟ୍ ନ ମିଳିବାରୁ ସମର୍ଥକ ଅସନ୍ତୁଷ୍ଟ; ଦଳୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ପରେ ଗତକାଲି ରାତିରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୯୯ଟି ବିଧାନସଭା ଆସନ ପାଇଁ ନାଁ ଘୋଷଣା କରାଯାଇଛି। ଯେଉଁ ସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି, ସେଥିରେ ଅମୀୟ ଦାଶଙ୍କ ନାଁ ନାହିଁ। ସେ ଭୁବନେଶ୍ୱରର ଏକାମ୍ର ଆସନରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ। […]

bjp1

bjp1

Jitendra Garnayak
  • Published: Friday, 22 March 2019
  • Updated: 22 March 2019, 02:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ପରେ ଗତକାଲି ରାତିରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୯୯ଟି ବିଧାନସଭା ଆସନ ପାଇଁ ନାଁ ଘୋଷଣା କରାଯାଇଛି।

ଯେଉଁ ସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି, ସେଥିରେ ଅମୀୟ ଦାଶଙ୍କ ନାଁ ନାହିଁ। ସେ ଭୁବନେଶ୍ୱରର ଏକାମ୍ର ଆସନରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ। ତାଙ୍କ ବଦଳରେ ଏହି ଆସନରୁ ବାବୁ ସିଂହଙ୍କୁ ଟିକେଟ୍ ଦିଆଯାଇଛି। ଏହି ଖବର ପାଇବା ପରେ ଅମୀୟଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତକାଲି ରାତିରେ ସେମାନେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଓ ନାରାବାଜି କରିଥିଲେ। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସେମାନଙ୍କୁ ବୁଝାସୁଝା କରିଥିଲେ।

carଅନ୍ୟପକ୍ଷରେ ଗତକାଲି ରାତିରେ ସମୀର ମହାନ୍ତିଙ୍କ ଗାଡ଼ିକୁ କେହି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। କାର୍‌ଟି ତାଙ୍କ ବାସଭବନରେ ଥିବା ବେଳେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ, ନିକଟରେ ବାବୁ ସିଂହ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଥିଲେ। ଗତଥର ଏକାମ୍ର ଆସନରୁ ଅମୀୟ ଦାଶ  ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story