୩୫୦ କିମି ଦୂରରେ ‘ଅମ୍ପାନ’, ଅମଙ୍ଗ ହେଲେ ଉଠାଇ ନେବ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଅପଡେଟ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା। ମହାବାତ୍ୟା ଆମ୍ପନ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇସାରିଛି। ଏବେ ପାରାଦୀପ ଠାରୁ ୩୫୦ କିମି, ଦୀଘାରୁ ୫୧୦ କିମି ଦୂରରେ ଅଛି। ୨୦ ଅପରାହ୍ନରୁ ସଂଧ୍ୟା ଭିତରେ ସ୍ଥଳଭାଗ ଛୁଇଁବ ଆମ୍ପନ। ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୬୫ରୁ ୧୮୫ କିମି ରହିବ। ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, […]

bvn

bvn

Tapas Behera
  • Published: Tuesday, 19 May 2020
  • Updated: 19 May 2020, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଅପଡେଟ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା। ମହାବାତ୍ୟା ଆମ୍ପନ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇସାରିଛି। ଏବେ ପାରାଦୀପ ଠାରୁ ୩୫୦ କିମି, ଦୀଘାରୁ ୫୧୦ କିମି ଦୂରରେ ଅଛି। ୨୦ ଅପରାହ୍ନରୁ ସଂଧ୍ୟା ଭିତରେ ସ୍ଥଳଭାଗ ଛୁଇଁବ ଆମ୍ପନ। ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୬୫ରୁ ୧୮୫ କିମି ରହିବ।

ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ। କାଲି ସକାଳ ଠାରୁ ଓଡ଼ିଶା ଉପକୂଳରେ ପବନ ବେଗ ବଢ଼ିବ। ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଭୋଗରାଇ, ତାଳସାରିରେ ୧୦୦ରୁ ୧୨୫ କିମି ଯାଏ ପବନ ହୋଇପାରେ। କାଲି ଦିନ ୧୨ଟାରୁ ୨ଟା ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା। ୩ଟା ପର୍ଯ୍ୟନ୍ତ ପବନ ବେଗ ଜାରି ରହିବା ନେଇ ଆକଳନ କରାଯାଉଛି। ବୁଲବୁଲ ଯେଉଁ ଅଞ୍ଚଳକୁ କ୍ଷତି କରିଥିଲା ଆମ୍ପନ ସେହି ଅଞ୍ଚଳକୁ କ୍ଷତି କରିବ।

ତେବେ ବୁଲବୁଲ ଠାରୁ ଏହାର ପବନ ତୀବ୍ରତା ବେଶୀ ରହିବ, କ୍ଷତି ଘଟିବ। ୩୧ଟି NDRF ଓ ଓଡ୍ରାଫ୍ ଟିମ୍ ବିଭିନ୍ନ ଅଞ୍ଚଳରେ ପହଞ୍ଚି ସାରିଛନ୍ତି। ଦିନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ରାତି ୧୦ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ଯୋଜନା କରାଯାଇଛି। ଆଜି ବିଳମ୍ବିତ ରାତିରେ ହଠାତ ପବନ ବଢ଼ିବା ନେଇ ଆଶଙ୍କା ରହିଛି। ଆଜି ରାତି ହେଉଛି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ୍‌ଆରସି କହିଛନ୍ତି।

ଆସନ୍ତାକାଲି ସକାଳେ ପବନ ହେଉଥିବ, ଅପେକ୍ଷା ନକରି ଆଜି ଆଶ୍ରୟସ୍ଥଳୀ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। କେହି ଅମଙ୍ଗ ହେଲେ ଆମେ ପୁଲିସ ଲଗାଇ ଲୋକଙ୍କୁ ଆଶ୍ରୟସ୍ଥଳୀ ଆଣିବୁ। କାଲି ଅପରାହ୍ନ ପରେ ପବନ କମିଲେ ଆମେ ଘରକୁ ଫେରିଯାଇପାରିବା। ଓଡ଼ିଶା ଉପକୂଳରେ ସେମିତି ବଡ଼ ଧରଣର ଜୁଆର ଆସିବା ଜଣାପଡୁନି। କାଲି ଦିନରେ ବାତ୍ୟା ନସରିବା ଯାଏ କେହି ବାହାରକୁ ବାହାରନ୍ତୁନି ବୋଲି ସେ ଅନୁରୋଧ କରିଛନ୍ତି। ଆଗରୁ ଘରେ ପାଣି ରଖନ୍ତୁ, ବାତ୍ୟା ବେଳେ ପାଣି ପାଇଁ ବାହାରକୁ ଯାଆନ୍ତୁନି। ବାତ୍ୟା ବେଳେ ଗାଡ଼ି ଧରି ବାହାରକୁ ଯାଆନ୍ତୁନି, ବିପଦ ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story