ଓଡ଼ିଶାରେ ‘ଅମ୍ଫାନ’ ପ୍ରଭାବ; ୧୧୦ରୁ ୧୩୫ କି.ମି ବେଗରେ ବହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୀଷଣ ରୂପ ଧାରଣ କରି ସାରିଥିବା ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ସୁଦ୍ଧା ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ । ଏପରି ହେଲେ ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ବାତ୍ୟା ‘ଅମ୍ଫାନ’ର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ଆଜି ସନ୍ଧ୍ୟାରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଫଳରେ ପ୍ରବଳ ବେଗରେ ପବନ ସହ ବର୍ଷା ସମ୍ଭାବନା […]

cyclone-4

cyclone-4

Niharika Rout
  • Published: Monday, 18 May 2020
  • Updated: 18 May 2020, 11:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୀଷଣ ରୂପ ଧାରଣ କରି ସାରିଥିବା ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ସୁଦ୍ଧା ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ । ଏପରି ହେଲେ ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ‘ଅମ୍ଫାନ’ର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ଆଜି ସନ୍ଧ୍ୟାରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଫଳରେ ପ୍ରବଳ ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ପରଠାରୁ ଦକ୍ଷିଣ ଓଡ଼ିଶା ଉପକୂଳ ଜିଲ୍ଲାଗୁଡିକରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ପରଠାରୁ ପବନର ବେଗ ବୃଦ୍ଧି ପାଇପାରେ । ତେଣୁ ଓଡ଼ିଶା ପାଇଁ ଯାହା ପୂର୍ବରୁ ସତର୍କତା ଜାରି କରାଯାଇଥିଲା ତାହାକୁ ବଳବତ୍ତର ରଖିଛି ପାଣିପାଗ ବିଭାଗ ।

ଏହାବ୍ୟତୀତୀ, ଓଡ଼ିଶାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ  ହେବା ସମ୍ଭାବନା ରହିଛି । ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୩୫ କିଲୋମିଟର ମଧ୍ୟରେ ରହିପାରେ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story