ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ବାନ୍ଧବୀ ମନ୍‌ଜିତ୍ ଟେଟେଙ୍କୁ ପୁଲିସ୍‌ର ଜେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସାଙ୍ଗ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ଆନନ୍ଦଙ୍କ ବାନ୍ଧବୀ ମନ୍‌ଜିତ୍ ଟେଟେ। ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ମନ୍‌ଜିତ୍ ତାଙ୍କ ବାପାଙ୍କ ସହ ଇନ୍‌ଫୋସିଟି ଥାନାରେ ହାଜର ହୋଇଛନ୍ତି। ଥାନାରେ ମନ୍‌ଜିତତଙ୍କୁ ଜେରା କରିଛି ପୁଲିସ। ମନିଜିତଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ୨୫ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ୍। ଏପରିକି […]

tete

tete

Niranjan Mishra
  • Published: Wednesday, 14 December 2022
  • Updated: 14 December 2022, 04:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସାଙ୍ଗ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ଆନନ୍ଦଙ୍କ ବାନ୍ଧବୀ ମନ୍‌ଜିତ୍ ଟେଟେ। ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ମନ୍‌ଜିତ୍ ତାଙ୍କ ବାପାଙ୍କ ସହ ଇନ୍‌ଫୋସିଟି ଥାନାରେ ହାଜର ହୋଇଛନ୍ତି। ଥାନାରେ ମନ୍‌ଜିତତଙ୍କୁ ଜେରା କରିଛି ପୁଲିସ।

ମନିଜିତଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ୨୫ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ୍। ଏପରିକି ଆବଶ୍ୟକ ପଡ଼ିଲେ ବିରେନ୍ଦ୍ରଙ୍କୁ ପୁଣିଥରେ ଜେରା ପାଇଁ ପୁଲିସ୍ ଡାକିବ ବୋଲି ସୂଚନା ମିଳିଛି।

ଆଡିସନାଲ୍ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ସୂଚନା ଅନୁଯାୟୀ ଆନନ୍ଦଙ୍କ ମୃତ୍ୟୁ ବେଳେ ମନ୍‌ଜିତ ତାଙ୍କ ରୁମ୍‌ରେ ଉପସ୍ଥିତ ଥିଲେ। ଆନନ୍ଦଙ୍କ ସହ ଯେଉଁମାନେ ସମ୍ପର୍କରେ ଥିଲେ ସମସ୍ତଙ୍କୁ ଡାକି ପଚରାଉଚରା କରାଯିବ। ମୃତ୍ୟୁ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ପରିବାର ପକ୍ଷରୁ ଅଭିଯୋଗ ପରେ ହତ୍ୟା ମାମଲା ସନ୍ଦେହରେ ତଦନ୍ତ ଜାରି ରହିଛି। ପ୍ରାୟ ଦେଢ଼ ବର୍ଷ ହେଲା ଆନନ୍ଦଙ୍କ ସହ ଲିଭ୍ଇନ୍‌ ଥିଲେ ମନ୍‌ଜିତ। ତେଣୁ ଆନନ୍ଦଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମନ୍‌ଜିତଙ୍କୁ ଜେରା କରିଛି ପୁଲିସ।

ସେପଟେ ମନ୍‌ଜିତ୍ କହିଛନ୍ତି, ପୁଲିସ ଯାହା ପଚାରିଛି ସବୁର ଉତ୍ତର ସେ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story