ନିଆଁରେ ପୋଡ଼ି ଦମ୍ପତିଙ୍କ ମୃତ୍ୟୁ  

ଆନନ୍ଦପୁର: ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବେଲବାହାଳିରେ ଘରେ ନିଆଁ ଲାଗି ଯିବା ଯୋଗୁଁ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସାହେବ ମାଝି ଓ କୁନି ମାଝି।

ଏମାନେ ଘରେ ଶୋଇଥିବା ବେଳେ ନିଆଁ ଲାଗିଥିଲା। ନିଆଁ ଲାଗିବାର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ।